-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||      ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   (11-May-2026)       ||      ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ    (11-May-2026)       ||      ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||      ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   (11-May-2026)       ||      ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   (11-May-2026)       ||      *ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   (11-May-2026)       ||      *ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (11-May-2026)       ||      ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   (11-May-2026)       ||      ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||     

HOME   ରାଜ୍ୟ

ବାଇକ୍ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୫ ଲୁଟେରା ଗିରଫ, ୧୯ଟି ବାଇକ୍ ଓ ଗୋଟିଏ କାର୍ ଜବତ

02-Oct-2020




ଖୋର୍ଦ୍ଧା ୨।୧୦: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ ଧରାପଡିଛି । ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ଏହି ଗ୍ୟାଙ୍ଗକୁ ଧରିଲା ପୋଲିସ ।*
  ସୂଚନା ଅନୁସାରେ ଖୋର୍ଦ୍ଧା ଅଂଚଳରେ ସକ୍ରିୟ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ଟି ବାଇକ୍ ଓ ଗୋଟିଏ କାର୍ ଜବତ କରିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।
ଚୋରମାନେ ବାଇକ୍ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲଗାଉଥିଲେ । ଗିରଫ ଚୋରମାନେ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ସୁନାଖଳା ଅଂଚଳର ଅନୀଲ ସାହୁ, ଜିତେଶ ସାହୁ, ଅଭିରାମ ସାହୁ, ଅଭିଜିତ ବରାଳ ଏବଂ ତବୀର ଖାନ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସପି କହିଛନ୍ତି


News Comment




Photo in News

Advertisment
Lastest News
  ରାଜ୍ୟ  
ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   12-May-2026
  ଜିଲ୍ଲା  
ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   12-May-2026
  ଜିଲ୍ଲା  
ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   12-May-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   11-May-2026
  ରାଜ୍ୟ  
ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   11-May-2026
  ଜିଲ୍ଲା  
ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ   11-May-2026
  ଜିଲ୍ଲା  
ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   11-May-2026
  ଜିଲ୍ଲା  
ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   11-May-2026
  ଜିଲ୍ଲା  
ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   11-May-2026
  ଜିଲ୍ଲା  
*ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   11-May-2026
  ଜିଲ୍ଲା  
*ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   11-May-2026
  ଜିଲ୍ଲା  
ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   11-May-2026

You Might Also Like