-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Oct-2022
କଣ୍ଟାବାଞ୍ଜି(ପ୍ରେରଣା ଖବର)ତୁରେକେଲା ଗ୍ରାମର ନୂଆପଡା ସ୍ଥିତ ଖେଳପଡିଆ ପାଖରେ ଗିରିଗୋବର୍ଦ୍ଧନ ପୂଜା ମହା ଧୁମଧାମରେ ପାଳିତ ହୋଇଥିଲା।ତିନିଦିନ ଧରି ଚାଲିଥିବା ପୂଜାରେ ପ୍ରତିଦିନ ଅନ୍ନପ୍ରସାଦ ଭକ୍ତମାନଙ୍କୁ ଦେବା ସହିତ ପ୍ରତିସଂଧ୍ୟାରେ ଦଣ୍ଡନୃତ୍ୟ, ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରକମକୁ କମିଟିର ସଭାପତି ଶ୍ରୀ ଦିଲ୍ଲୀପ ମାଝୀ, ସଂପାଦକ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରିଙ୍କୁ ପ୍ରଧାନ, ପରାମର୍ଶ ଦାତା ପ୍ରକାଶ ସେଲମା,ସଭ୍ୟ ଡୋଳା ନାଗ,ପପୁ ପୁଟେଲ, ରଜୁ ଭୋଇ,ସମଲପୁରିଆ,ଟୁନୁ ମାଝୀ ସହଯୋଗ କରିଥିଲେ।