-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Aug-2022
ବଲାଙ୍ଗୀର, ଆଜି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଓ ଅନନ୍ତ ପାଲି ଗାଁ ର ସୁଧୀର ବଗର୍ତ୍ତି ଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ୩୨ଶହ କେଜି ମହୁଲ ପୋଚ ଓ ୧୩ଠ ଲିଟର ଦେଶୀ ରନ୍ଧ ମଦ ଜବତ କରାଯାଇଛି । ଗତ କିଛି ବର୍ଷ ହେଲା ଏହି ଦୁଇ ଗାଁ ରେ ବ୍ୟାପକ ଭାବରେ ଦେଶୀ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଥିଲା । ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ସୁଧିର ଙ୍କ ଘରେ ଚଢ଼ଉ କରାଯାଇଥିଲା । ଅଭିଯୁକ୍ତ ସୁଧୀରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।