-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ମ ରାମପୁର ରାସ୍ତାର ଅଲାତରା ସଂନିକଟ ସୁନାମୁଖୀ ଜଙ୍ଗଲ ରେ ଏକ ଯୁବକର ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ଖବର ପାଇ ମ ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଚଳାଇଛନ୍ତି l ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶବ ର ପରିଚୟ ମିଳିପାରିନାହିଁ l ତେବେ ମୃତକ ଙ୍କ ମୁଣ୍ଡ ନଥିବାରୁ ପରିଚୟ ମିଳିପାରୁନାହିଁ l ଶବ ର ଡାହାଣ ଆଙ୍ଗୁଠି ରେ ତିନୋଟି ମୁଦି ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି ଓ ବାଇକ ଚି଼ହ୍ନ ରହିଛି l