-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) -ଆଜି ସମ୍ବଲପୁର ଜିଲାର ବରିଷ୍ଠ ବିଜେପି ନେତା ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଅଗ୍ରଓ୍ୱାଲ ବୁର୍ଲା ଭିମସାର ପ୍ଲାଜମା ଭଣ୍ଡାରରେ ପ୍ଲାଜମା ଦାନ କରିଛନ୍ତି। ତାଙ୍କୁ ୬୦ ବର୍ଷରୁ ଅଧିକ ବୟସ ହୋଇଥିଲେ ମଧ୍ଯ ସେ ପ୍ଲାଜମା ଦାନ କରିଛନ୍ତି l ଯେଉଁ ମାନେ କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁସ୍ଥ ଅଛନ୍ତି ସେମାନଙ୍କୁ ପ୍ଲାଜମା ଦେବା ପାଇଁ ଶ୍ରୀ ଅଗ୍ରଓ୍ୱାଲ ଆହ୍ବାନ କରିଛନ୍ତି।