-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) - ସମ୍ବଲପୁର ବିଜେପି ପକ୍ଷରୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ର ଶହୀଦ ମାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଦୀପ ପ୍ରଜ୍ବଳନ କରି ଓ ପୁଷ୍ପାର୍ଘ୍ୟ ପ୍ରଦାନ କରି ବୀର ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ରିଙ୍କି ସାହୁ, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ପ୍ରଦୀପ ବେହେରା, ଅଶ୍ୱିନୀ ମାଝୀ, ସରୋଜ ଘଡାଇ, ସୌମିତ୍ର ଜତି, ଦଶରଥ ମେହେର, ଉଲ୍ଲହାସ ବାରିକ, ପିଣ୍ଟୁ ଓରାମ, ମହମ୍ମଦ ହାସିମ, ନିର୍ମଲ ମୁଣ୍ଡା, କେଶବ ଭୋଇ, ଅରୁଣ ଭୋଇ, ଖୁସିରାମ ଛତ୍ରୀଆ, ଭବାନୀ ଶଙ୍କର ତାଣ୍ଡି, ଜିତୁ ମହତୋ, ପ୍ରଭାତ ଶ୍ରୀବାସ ପ୍ରମୁଖ ସାମିଲ ହୋଇଥିଲେ ।