-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗିର, ସ୍ଥାନୀୟ ଯାଦବ ଭବନ ପରିସରରେ ଏକାଦଶି କାର୍ତ୍ତିକ ପୂଜା ଆରମ୍ଭ ବିଗତ ବର୍ଷରୁ ଏ ବର୍ଷ କୋଭିଡ୍ ୧୯ ଗାଇଡ୍ ଲାଇନକୁ ମାନି ଏ ବର୍ଷ ୮ ବର୍ଷ ପଦାର୍ପଣ କରିଥିଲା । ଏ ବର୍ଷ ନିଆରା ଢଙ୍ଗରେ ପୂଜା ପାଳିତ ହୋଇଯାଇଛି । ପୂଜା କର୍ତ୍ତା ଭାବେ ବିକ୍ରମ ମିଶ୍ର, ପୁରୋହିତ ଗିରିଶ ଚନ୍ଦ୍ର ମିଶ୍ର ନିର୍ବାହ କରୁଛନ୍ତି । ୬ ଦିନ ଧରି ନିୟମ ନିଷ୍ଠାରେ ପୂଜା ପାଳିତ ପାଇଁ ନିର୍ଦ୍ଧାରିତ ହୋଇଛି । ଆକୁଳ ବର୍ତ୍ତି ପରିଚାଳନା କମିଟି, ଅର୍ଜୁନ ତରିଆ, ମୁକେଶ ସାହୁ, ଘାସିରାମ ଦିପ, ଆକୁଳ ରାଉତ, ସୁଜିତ ପଟ୍ଟନାୟକ, ରାମଚନ୍ଦ୍ର କବାଟ, ଅରୁଣ ସାହୁ, ପ୍ରଶାନ୍ତ ବଗର୍ତ୍ତି ସହଯୋଗ କରିଥିଲେ ।