-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )ଆଜି 10 ଟି ଶ୍ରମିକ ସଂଗଠନ ( ଟ୍ରେଡ ୟୁନିୟନ ) ପକ୍ଷରୁ ସରକାରୀ କ୍ଷେତ୍ରର ଘରୋଇକରଣ ତଥା ନୂତନ ଚାଷ ଆଇନ ଭଳି କେନ୍ଦ୍ର ସରକାରଙ୍କ ନିତିକୁ ବିରୋଧ କରି ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବନ୍ଦର କିଛି ବି ପ୍ରଭାବ ପଡ଼ିନଥିଲା , ସହରରେ ଦୋକାନ ବଜାର , ଡେଲି ମାର୍କେଟ , ତଥା ଟ୍ରକ୍ , କାର୍ , ବାଇକ ଚଳାଚଳ ସ୍ବାଭାବିକ ଭାବେ ଚାଲୁଥିବାର ଦେଖିବାକୁ ମିଳିଥିଲା ।