-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
30-Jul-2022
ମୁରିବାହାଲ / ଆଞ୍ଚଳିକ ସାଧନ କେନ୍ଦ୍ର ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ନାଗ ଙ୍କ ତତ୍ତ୍ଵlବଧାନରେ କଛାର ଭାଡି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦାବନ ତୁମ୍ନିଆଙ୍କୁ ଅବସର ବିଦାୟ କାଳୀନ ସ୍ୱାମର୍ଦ୍ଧନ ସଭା ସହିତ ନୂତନ ସି ଆର୍ ସି ସି ରେଙ୍ଗାଲି କ୍ଳଷ୍ଟର ର ବାସୁଦେବ ସେଠୀ ଆ ଙ୍କୁ ସ୍ଵାଗତ କରାଯାଇଥିଲା ଏହା ସହିତ ପୂର୍ବତନ ସି ଆର୍ ସି ସି ଖିରସିନ୍ଧୁ ବାଗଙ୍କୁ ବିଦାୟ ସ୍ଵାମର୍ଦ୍ଧନ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବଳିରମ୍ ତାଣ୍ଡି, ସନ୍ନ୍ୟାସୀ ପରଭୋଇ,ନରୋତ୍ତମ ମହଳୀଙ୍ଗ, ପ୍ରସନ୍ନ ଭୋଇ, କରୁଣା ବରିହା, ମହେନ୍ଦ୍ର ଖମାରୀ, ଅରୁଣ ଭୋଇ, ଜଗମୋହନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଯମୁନା ବାହଲ୍ ପ୍ରାଥମିକ ବିଦ୍ୟାଳୟର ଭାରପ୍ର।ପ୍ତ ପ୍ରଧାନ ଶିକ୍ଷକ ତୁଳାରାମ ତାଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ସତିଘ।ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ଉମେଶ କୁମାର ଖମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।