-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||     

HOME   ଜିଲ୍ଲା

ଏବେ ବି ବଞ୍ଚିଛି ଯଶୋଦାଙ୍କ ପରି ମାତୃତ୍ୱ ର ଝଲକ

30-Jul-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଶ୍ରୀ କୃଷ୍ଣ ଙ୍କୁ ଜନ୍ମ ଦେଇଥିଲେ ଦେବକୀ ସତ ହେଲେ ତାଙ୍କୁ ଲାଳନ ପାଳନ କରିଥିଲେ ଓ ଯଶସ୍ବୀ କରାଇଥିଲେ ମାତା ଯଶୋଦା ଦେବୀ l ଆଉ ନିଜେ ଜନ୍ମ ନ ଦେଇ ମଧ୍ୟ ନିଜର? ମାତୃତ୍ୱ ର ସ୍ନେହ, ବାତ୍ସଲ୍ୟ  ମମତା ଯେମିତି ଅନ୍ୟକୁ ନିଜର କରିପାରିଛି l ସାରା

ଜଗତ ପାଇଁ ଏହା ଉଦାହରଣ ସାଜିଛି l ମାତା ଯଶୋଦା ଦେବୀ ଙ୍କ ପରି  ମାତୃତ୍ବ ସମ୍ପନ୍ନ ନାରୀ ଶକ୍ତି  ବା ନାରୀ ସମାଜ ର  ଆବଶ୍ୟକତା ଏବେ ଜରୁରୀ ହୋଇ ପଡିଛି l ଯାହାକି ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ର ଯଶୋଦା ଦେବୀ ଘରୋଇ ନର୍ସିଙ୍ଗ କଲେଜ ର ସମସ୍ତ ଛାତ୍ରୀ l ଆଉ ସ୍ବେଛାକୃତ ଭାବେ ଆସି ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ୱ ରେ  ଓ  ଏସ ଡି ପି ଓ  ପୁଷ୍ପାଞ୍ଜଳୀ ନିଙ୍ଗୀ ଙ୍କ ତତ୍ୱାବଧାନ ରେ ଗତ 27 ତାରିଖ ସୋନପୁର ଥାନା ରେ ଆୟୋଜିତ ହୋଇଥିବା ମେଗା ରକ୍ତ ଦାନ ଶିବିର ରେ ଯଶୋଦା ଦେବୀ ନର୍ସିଙ୍ଗ କଲେଜ ର 35 ଜଣ ଛାତ୍ରୀ ଓ ମହିଳା ଅଧ୍ୟାପିକା ଙ୍କ ସମେତ 10 ଜଣ ମହିଳା ପୋଲିସ, ସ୍ୱଚ୍ଛ ଭାରତ ସଂଗଠନ ର 10 ଜଣ ମହିଳା ଓ ଚନ୍ଦ୍ରିକା ଜ୍ୱେଲର୍ସ ପ୍ରତୀକ ରାଇସ ମିଲ ର 10 ଜଣ ମହିଳା ମଧ୍ୟ ସାମୁହିକ ଭାବେ ଏଠାରେ ରକ୍ତ ଦାନ କରି ସମାଜ କୁ ଏକ ଭିନ୍ନ ବାର୍ତ୍ତା ପହଞ୍ଚାଇଛନ୍ତି l କେବଳ ଯେ ରକ୍ତ ଦାନ ନୁହେଁ  ଆରମ୍ଭ ରୁ ଶେଷ ଯାଏ ଏଇ ନର୍ସିଙ୍ଗ ଅନୁଷ୍ଠାନ ର ସମସ୍ତ ଛାତ୍ରୀ ଅଧ୍ୟକ୍ଷ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହି ଏ ଭଳି ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ଆୟୋଜକ ପୋଲିସ ବିଭାଗ, ମହିଳା ଓ ଯୁବ ପିଢୀ ର ସମସ୍ତ ରକ୍ତ ଦାତା ଙ୍କୁ ପ୍ରୋତ୍ସାହନ ଦେଇଛନ୍ତି, ସ୍ନେହ ମମତା ର ଡୋରି ରେ ବାନ୍ଧି ଦେଇଛନ୍ତି ଓ ଖୁସି ର ମାହୋଲ ସୃଷ୍ଟି କରି ଏ ମେଗା ଶିବିର ରେ ସମସ୍ତ ସହାୟତା ମଧ୍ୟ ଯୋଗାଇଛନ୍ତି l ଶେଷ ରେ ମୁଖ୍ୟ ଅତିଥି ଏସପି, ଅନ୍ୟ ଅତିଥି, ରକ୍ତ ଦାତା ଓ ଆୟୋଜକ ଙ୍କ ସହିତ ଫୋଟୋ ସେସନ ରେ ସାମିଲ ହୋଇ ଏ ଉତ୍ସବ ର ମଜା ନେଇଛନ୍ତି  l ଭାରତୀୟ ସଂସ୍କୃତି ରେ ନାରୀର ତ୍ୟାଗ ଓ ସମର୍ପଣ ଭାବ ବିଶ୍ୱ ବନ୍ଦିତା ଅଟେ l ଯାହାକି ଏ ଛାତ୍ରୀ ଙ୍କ ସମେତ ଅନ୍ୟ ସମସ୍ତ ଅନୁଷ୍ଠାନ ର  ମହିଳା ରକ୍ତଦାତା ତ୍ୟାଗ ଓ ସମର୍ପଣ ର ଏକ ଉଦାହରଣ  ପ୍ରମାଣ ପାଲଟିଛନ୍ତି l ଆଉ ଏଇ ପ୍ରକାର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ରେ ନାରୀ ସମାଜ ସାମିଲ ହେଲେ ଚାରିଆଡେ ଏକ ସୁସ୍ଥ ସମାଜ ସୁସ୍ଥ ବାତାବରଣ ର ବାଟ ଦେଖାଇବ ନିଶ୍ଚିତ l ସମଗ୍ର ନାରୀ ସମାଜ କୁ ପ୍ରେରଣା ଦେବ, ଭଲ ବାର୍ତ୍ତା ଯିବ l "ଗୀତାରେ ଅଛି ଯଦ ଯଦା ଚରିତ ଶ୍ରେଷ୍ଟୋ ତତ୍ତ୍ଵଦବେତୀ ଚରୋ  ଜନଃl" - ଶଃଯତ ପ୍ରମାଣ କୁରୁତେ ଲୋକଃl ତଦ ଅନୁବର୍ତ୍ତତେ"  l ସେବା ରେ ନିୟୋଜିତ ଉଦାର, ବଦାନ୍ୟ, ମହାନ ତଥା ଜ୍ଞାନୀ ଗୁଣି, ବା

ଚରିତ୍ର ବାନ ଲୋକ ଙ୍କୁ  ସମାଜ ରେ ଲୋକେ ସବୁବେଳେ ଅନୁକରଣ କରନ୍ତି l ଆଉ ଯେଉଁ ଦିନ ଊଚ୍ଚ ପଦାଧିକାରୀ, ଧନାଢ୍ୟ ବ୍ୟକ୍ତି, ସମସ୍ତ ଯୁବ ପିଢୀ ଏଭଳି ମହତ କାର୍ଯ୍ୟ ରେ ସାମାଜିକ କାର୍ଯ୍ୟ ରେ ଓ ପ୍ରକୃତ ରେ ସାଧାରଣ ଲୋକ ଙ୍କ ଦୁଃଖ ସୁଖ ରେ ସାମିଲ ହେବେ ସେଦିନ ସମାଜ ର ସମ୍ପୂର୍ଣ ସୁଧାର ଆସିବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026

You Might Also Like