-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ରାମଜୀପଡା ରାମଲିଳା ଉଦ୍‌ଯାପିତ- ଛଉ ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ମଂଚ 

03-May-2022



ବଲାଙ୍ଗିର,(ପ୍ରେରଣା ଖବର)- ବଲାଙ୍ଗିର ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାମଜୀ ନାଟକ ସଂସ୍ଥା ପକ୍ଷରୁ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି ରାମଲିଳା ନାଟକ । ବଲାଙ୍ଗିର ସାଂସ୍କୃତିକ ଅଭ୍ୟୁଦୟ ଉପରେ ଲୀଳାଗୁରୁ ତଥା ନିର୍ଦ୍ଦେଶକ ବାଳମକୁନ୍ଦ ବେହେରା ସୂଚନା ଦେଇଥିଲେ ଯେ ପ୍ରାୟ ୧୫୦ ବର୍ଷ ପୂର୍ବର ରାମଲୀଳା ସଂସ୍ଥା ପକ୍ଷରୁ ରାମଲୀଳା ଅନୁଷ୍ଠିତ ହୋଇ ଆସୁଛି । ବିଭିନ୍ନ କାରଣରୁ ପ୍ରାୟ ୧୮ ବର୍ଷ ଧରି ବନ୍ଦ ରହିଥିବା ବେଳେ ଏବେ ନୁଆ କଳାକାର ଆଗ୍ରହ ଫଳରେ ନାଟକ ପୁଣି ଥରେ ଆକର୍ଷଣର କେନ୍ଦ୍ର ପାଲଟିଛି ।  ଚଳିତ ବର୍ଷ ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲାଙ୍ଗିରର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରୁଦ୍ର ନାରାୟଣ ପଟେଲଙ୍କ ଅଭିନୟ ଚିତାକର୍ଷକ ହୋଇଥିବା ବେଳେ ଜନସାଧାରଣଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା । ଗତ ଏପ୍ରିଲ ୧୦ ରୁ ଆରମ୍ଭ ହେଇ ମଇ ୧ ପର୍ଯ୍ୟନ୍ତ ଉଦ୍‌ଯାପିତ ହୋଇଯାଇଛି । ଜଗନ୍ନାଥପଡା ମନ୍ଦିରର ସମ୍ମୁଖରେ ଦୀର୍ଘ

ଦିନ ଚାଲି ଆସିଥିବା ରାମଲିଳା ମାଧ୍ୟରେ ରାମମାୟଣ ରସାମୃତ ପାନ କରିଥିଲେ ଦର୍ଶକ । ଉଦ୍‌ଯାପନୀ ଉତ୍ସବରେ ଛଉ ନୃତ୍ୟ ଓ ସଂଗୀତ ରେ ମଂଚ ଦୁଲୁକିଥିଲେ । ସୀତା ଚୋରୀ, ଜଟାୟୁ ମରଣ,ବାଲି ବଧ, ଲଙ୍କା ପୋଡି, ବିଭିଷଣ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଭେଦ, ରାବଣ ବଧ, ସୀତା ଅଗ୍ନି ପରୀକ୍ଷା ଓ ରାଜ୍ୟ ଅଭିଷେକ ବିଶେଷ ଆକର୍ଷଣି ହୋଇଥିଲା । ଏହି ଅବସରରେ ପୁରାତନ ୩୮ ଜଣକଳାକାର ଗୁରୁ ବାଳକୃଷ୍ଣ ବେହେରା, ସାଲିନ ବାବୁ (ରାମ ଭୂମିକାରେ), ମାନସ ରଂଜନ ସାହୁ (ସୀତା ଭୂମିକାରେ), ଆନନ୍ଦ ମିଶ୍ର (ଲକ୍ଷ୍ମଣ ଭୂମିକାରେ) ବାସୁଦେବ ବେହେରା, ସୁଶାନ୍ତ ଚୋପଦାର, ପିତବାସ ବେହେରା, ଦିଲିପ ସିଂଦେଓ, ସୁଦର୍ଶନ ପଟେଲ, ସୋମନାଥ ନାଏକ, ବିିପିନ ପ୍ରଧାନ, ମଧୁ, ଭିମ ବଗର୍ତ୍ତି, ନିଳାଞ୍ଚଳ ନାଏକ, ସୁରଂଜିତ ସାହାଣି, ବିଶ୍ୱନାଥ ସରାଫ, ସଚିକାନ୍ତ ନାଏକ, ପ୍ରହଲ୍ଲାଦ ଦର୍ଜି, ସୁବାଷ ସାଏ, ସାରଥି ପଟେଲ, ମନ ବେହେରା, ନରେନ୍ଦ୍ର ନିହାଲ, ଚୈତନ୍ୟ ମଟାରୀ, କ୍ଷେତ୍ର ବନଛୋର,ପୁରୁଷୋତ୍ତମ ଦେବତା, ମନାସି ଅଲି, ଅସିତ ବାଗ,ପ୍ରଶାନ୍ତ ବେହେରା, ଶ୍ରୀକାନ୍ତ ଦାଶ, ଜୟ ପ୍ରକାଶ ପୁଝାରୀ,ବିରଂଚି ସେଠ, ବିରେନ୍ଦ୍ର ମନହିରା, ଗଙ୍ଗାଧର ଦେବତା,  ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ କିଭଳି ରାଜ୍ୟସ୍ତରୀୟ ଆକର୍ଷିତ ହେବ ବୋଲି ମତ ପ୍ରକାଶ ପାଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like