-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
15-Dec-2021
ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମରେ ଏକ ବାଲ୍ୟବିବାହକୁ ଆଜି ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି।ସଭ୍ୟ ସମାଜରେ ଅସଭ୍ୟ କାମ। ଯେତେ ସଚେତନ କଲେ ମଧ୍ୟ ଲୋକମାନେ ସେହି ପୁରୁଣା ପରମ୍ପରା ଅନୁଯାୟୀ ଆଜି ମଧ୍ୟ ବାଲ୍ୟବିବାହ ପ୍ରଚଳିତ ରହିଛି। ଆଜି ବିବାହ ଚାଲିଥିବା ବେଳେ ଖବର ପାଇ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ଵାରିକ ଓ ଗଁଦିଆ ଶିଶୁ ବିକାଶ ଅଧିକାରୀଣୀ ଉର୍ମିଳା ଦେଉରି ଘଟଣାସ୍ଥଳରେ ପହଂଚି ବିବାହକୁ ଥିବାବେଳେ ଢେଙ୍କାନାଳ ଶିଶୁ କଲ୍ୟାଣ କମିଟିର ସଦସ୍ୟ ମାନେ ସେଠାରେ ପହଂଚି ଘଟଣାସ୍ଥଳରେ ଦୁଇ ପକ୍ଷଙ୍କୁ ବୁଝାସୁଝା କରି ବିବାହକୁ ବନ୍ଦ କରିଥିଲେ।