-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
ଭୁବନେଶ୍ବର ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ମୋବାଇଲ ଆପର ଲୋକାର୍ପଣ। କୃଷି ଭବନରେ ଲୋକାର୍ପଣ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ଆପର ନା ହେଉଛି FFMA ବା ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ। ଓଡିଶା ଉପକୂଳରେ ଅଲିଭ ରିଡଲେ ଙ୍କ ସରଣକ୍ଷଣ ପାଇଁ ବ୍ୟବହାର ହେବ। ଗହୀରମଥା ପରି ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶ ପୂର୍ବରୁ ମିଳିବ ସତର୍କ ସୂଚନା। ଏହାସହିତ କଇଁଛକ ଅଣ୍ଡାଦାନ ଓ ମିଳନ ନେଇ ମାଛଧରା ନିଷିଦ୍ଧଞ୍ଚଳରେ ପ୍ରବେଶ ପାଇଁ କରିବ ସତର୍କ। ଏହି ଆପ M.S.SWAMINATHAN RESERACH FOUNDATION AND ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ଵାରା ମିଳିତ ଭାବେ ବିକଶିତ ହୋଇଛି।