-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
କଟକ ନିଶ୍ଚିନ୍ତକୋଇଲି,(ମାନସୀ ମିଶ୍ର): କେଣ୍ଟାଲ ଗ୍ରାମପଞ୍ଚୟତ ଶ୍ରୀ ରଘୁନାଥଜୀଉ ମନ୍ଦିର ଗେଟ ସାମ୍ନାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପୂର୍ବରୁ ଦଶ ଦଫା ଦାବିପତ୍ର ଦିଆଯାଇଥିଲା l
ଏହି ଦାବିପତ୍ରକୁ ଭିତ୍ତି କରି ଆଜି ବୈଠକରେ ନିଲୁ ଜେନା (ସଭାପତି), ସରୋଜ ବେହେରା (ଉପ ସଭାପତି ), ଗୋଲଖ ପରିଡା (କାର୍ଯ୍ୟକାରୀ ସଭାପତି ), ପ୍ରଦୀପ୍ତ ପଣ୍ଡା, ଦିଲ୍ଲୀପ କୁମାର ବେହେରା, ପ୍ରଭାତ ରଞ୍ଜନ ଦାସ (ଆଡମିନ), ଶିବା ନନ୍ଦ ସାହୁ, ଆଲୋକ କୁମାର ସାହୁ (ସଂଗଠକ), ବାରାହନାଥ ସିଂ (ବରିଷ୍ଠ ଡ୍ରାଇଭର)ରମାକାନ୍ତ ମହାନ୍ତି, ସନ୍ତୋଷ କୁମାର ବେହେରା, ପ୍ରଫୁଲ୍ଲ କୁମାର ମଲିକ, ଗଗନ ବିହାରୀ ଦାସ, ବିଜୟ କୁମାର ସାହୁ, ନେତ୍ରାନନ୍ଦ ଭୋଇ, ଗୋବିନ୍ଦ ମାଲିକ, ପଦ୍ମଚରଣ ମାଲିକ, ଜଗନ୍ନାଥ ଦାସ ପ୍ରଭୁତି ବହୁ ଡ୍ରାଇଭର ମାନେ ଯୋଗ ଦାନ କରିଥିଲେେ l