-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା ଏବେ ଏକ ନାରକୀୟ ମୋଡ ନେଇଛି । ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମରିଛନ୍ତି । ଗତକାଲି ରାତିରେ ଟିଟିଲାଗଡ଼ ପୋଲିସ ବ୍ୟାରେକ୍ରୁ ଶ୍ରୀ ସାହୁ ଚମ୍ପଟ ମାରିଥିଲେ । ବର୍ତ୍ତମାନ ପୋଲିସ ଚମ୍ପଟ ମାରିଥିବା ସାହୁ ବାବୁ ଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ସାରା ନlକl ବନ୍ଦୀ କରିଛି l ଅଧ୍ୟକ୍ଷା ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ ।