-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
କେନ୍ଦୁଝର (ପ୍ରେରଣା ଖବର) - କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଗ୍ରାମର ଶତ୍ରୁଘ୍ନ ଦାସ(65) ନିକଟସ୍ଥ ଶାଳନ୍ଦୀ ନଦୀ ର ବିଦ୍ୟାଧରପୁର ବ୍ୟାରେଜ ନିକଟରେ ଗାଧୋଇବା ସମୟ ରେ ନିଖୋଜ ହୋଇ ଯାଇଛନ୍ତି l ଶତ୍ରୁଘ୍ନ ବିଲ ରୁ ଘାସ କାଟି ସାଇକେଲ ରେ ଫେରି ଥିଲେ l ପରେ ବ୍ୟାରେଜ କୂଳ ରେ ଘାସ ବୋଝେଇ ସାଇକେଲ ରଖି ନଦୀ କୁ ଗାଧୋଇବା କୁ ଯାଇଥିଲେ l ସୋସୋ ପୋଲିସ ଓ ଦମକଳ ବାହିନୀ ଖୋଜା ଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳି ପାରିନି ।ଜିଲ୍ଲା