-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Aug-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) :ସୁବର୍ଣ୍ଣପୁର ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ଆଲୋଚନାଚକ୍ର ଓ ସହରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସଭାପତି ଗୌରୀ ଶ୍ୟାମ ପଣ୍ଡା, ଯୁବ ନେତା ସୁଧୀର ପଣ୍ଡା,
ମାଧବ କୁମ୍ଭାର, ସୂର୍ଯ୍ୟ କାନ୍ତି ବାଘ, ସତ୍ୟ ଭାମା ମେହେର, ପ୍ରିୟ ବ୍ରତ ସାହୁ, ଅଶ୍ଵିନୀ ଶତପଥି, ଶେଷ ଦେବ ମେହେର, ରଂଜିତ
ରାୟ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ଥିଲେ l ସକାଳ 8 ଟା ବେଳେ ସହର ର ବିଭିନ୍ନ ବରପୁତ୍ର ପ୍ରତିମୂର୍ତ୍ତି ମାନଙ୍କ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l