-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସହରରେ ଓ. ପି. ଟି. ସି. ଏଲ୍ ର ଦାଦାଗିରିକୁ ନେଇ ଅଭିଯୋଗ

08-Aug-2021



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ନିଜ ନାଁ ରେ ଜମିପଟ୍ଟା,ଘରବାରି ପ୍ରମାଣ ପତ୍ର ଥାଇ ପ୍ରଶାସନର  ଦ୍ୱାରସ୍ଥ . ?? ଯାହାକୁ ନେଇ ଏବେ ବିଦ୍ୟୁତ ବିଭାଗର ସଂସ୍ଥା ଓପିଟିସିଏଲ ନାଁ ରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ?? ନା ଜମି ସର୍ଭେ, ନା ଜମି ଅଧିଗ୍ରହଣ ବେଆଇନ ଭାବେ ରୟତି ଜମି ରେ ବିପଦସଙ୍କୁଳ ଭାବେ ୧୩୨କେବି ଟାୱାର ରୋପଣ ??ଓପିଟିସିଏଲ ର କାର୍ଯ୍ୟକଳାପକୁ ଦାଦାଗିରି ବୋଲି ଆକ୍ଷେପ କରିଛନ୍ତି ଜମି ମାଲିକ ରଞ୍ଜନ ମିଶ୍ର l  

ବଲାଙ୍ଗୀର ସହର ମଧ୍ୟରେ ଏବେ ଚାଞ୍ଚଲ୍ୟକର ତଥ୍ୟ ଗୋଟେ ପରେ ଗୋଟେ ପଦାକୁ ଆସିବାରେ ଲାଗିଛି।  ନିଜ ଜମି ନିଜ ପଟ୍ଟା ସହ ଘରବାରି ପ୍ରମାଣ ପତ୍ରର ଅସଲ ନକଲ ଥାଇ ମଧ୍ୟ ଛକ୍କାପଞ୍ଜା ଦେଇ ଗତି କରୁଛନ୍ତି ଜମି ଉପଭୋକ୍ତା ତଥା ଜମି ନାଁ ରେ ଥିବା ଜମି ମାଲିକ। ଏବଂ ଅଭିଯୋଗ ଆଣିଛନ୍ତି ବିଦ୍ୟୁତ ବିଭାଗର ସଂସ୍ଥା ଓପିଟିସିଏଲ ନାଁରେ। ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଗଇଁତଳା ଗ୍ରାମରେ ରଞ୍ଜନ କୁମାର ମିଶ୍ରଙ୍କ ପୈତୃକ ଜମି ରହିଛି। ପ୍ଲଟ - ୧୮୨୦/୩୨୩୩, ଅନୁସାରେ ୨୦ଡିସମିଲ ଜମି ଯାହା ଆନୁମାନିକ ୮ହଜାର ୭ସହ ୧୨ ସ୍କୋୟାର  ଫୁଟ ହେବ। ଯାହା ତାଙ୍କ ବାପା ଅମଳ ତଥା ତାଙ୍କ ପୂର୍ବ ପୁରୁଷଙ୍କ କାଳରୁ ପିଢ଼ି ପରେ ପିଢ଼ି ଅନୁସାରେ ଘରର ସଦସ୍ୟଙ୍କ ନାଁମ ରେ ସମସ୍ତ ଆସବାବପତ୍ର ନାଁମ କରଣ ସହ ରହି ଆସୁଛି। ବର୍ତ୍ତମାନ ରଞ୍ଜନ କୁମାର ମିଶ୍ର ଙ୍କ ନାଁମ ରେ ରହିଛି।ଯାହାକୁ ନେଇ ରଞ୍ଜନ ମିଶ୍ର ତାଙ୍କ ପୈତୃକ ଜମି ରେ ନିଜ  କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଦୂତ ବିଭାଗ କୁହାଯାଉଥିବା ସଂସ୍ଥା ଓପିଟିସିଏଲ ତାର ଜୋରଜବରଦସ୍ତି ଜମି ହାସଲ କରିବା ସହ ୬୬ କେବି ଟାୱାର ଖୁଣ୍ଟ ପ୍ଲାଣ୍ଟ କରିବା ସହ ଘର କାମ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜମି ମାଲିକ ରଞ୍ଜନ କୁମାର ମିଶ୍ରଙ୍କୁ ଚେତାବନୀ ଦେଇଥିବା  ଉଲ୍ଲେଖ କରିଛନ୍ତି ଅଭିଯୋଗକାରୀ ଶ୍ରୀ ମିଶ୍ର। ତେବେ ଏଠି ସୂଚିତ ଥାଉ ବିଗତ ବର୍ଷରୁ ମଧ୍ୟ ଅଭିଯୋଗକାରୀ ମିଶ୍ରଙ୍କୁ  ୬୬କେଭି ଟାୱାର ସ୍ଥାପିତ ପାଇଁ ଓପିଟି,ସିଏଲ ଚେତାବନୀ ସହ ଧମକ ଚମକ ଦେଇଥିଲା।ଯାହା ଫଳରେ ରଞ୍ଜନ କୁମାର ମିଶ୍ର ନିଜ ଜମିରୁ ୩୦୦ସ୍କୱେର ଫୁଟ ଅନମାନିକ ୯ଫୁଟ ଛାଡ଼ି ବାକି ତକ ୭୫୦ବର୍ଗ ଫୁଟ ଜମିରେ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ହେଲେ ତା ପରେ ମଧ୍ୟ ସରିନି ଜମି ମାଲିକ ମିଶ୍ରଙ୍କ ଦୁଃଖ। ଏବେ ପୁଣି ୬୬କେବି ତାର ଟାଣିବା ପାଇଁ ରଞ୍ଜନ ମିଶ୍ରଙ୍କୁ ତୋଳାଯାଉଥିବା ନିର୍ମାଣ କୋଠା କାର୍ଯ୍ୟ ବନ୍ଦ କରିବାକୁ ଓପିଟିସିଏଲ କହିଥିବା ଦର୍ଶାଇଛନ୍ତି ଶ୍ରୀ ମିଶ୍ର।  ବିଗତ ବର୍ଷରୁ ଜମି ମାଲିକ ନ୍ୟାୟ ବିଚାର ପାଇଁ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ବଲାଙ୍ଗୀର ଜିଲ୍ଲାପାଳ ଏବଂ ଆରଡ଼ିସି,ଙ୍କୁ ଲିଖିତ ଭାବେ ନିବେଦନ ପତ୍ର ପ୍ରଦାନ କରିଥିଲେ l ଜଣଙ୍କ ଜମି କୁ ଅକ୍ତିଆର କରି ବେଆଇନ ଭାବେ କାବୁ କରି ମନମାନି ତଥା ଜୋର ଜବରଦସ୍ତି କାର୍ଯ୍ୟ କରାଯାଉଥିବା ଚିତ୍ର ର। କିଛିବର୍ଷ ତଳେ ଓପିଟିସିଏଲ କମ୍ପାନୀର କର୍ମଚାରୀ ମାନେ ଜମି ମାଲିକଙ୍କୁ କୌଣସି ଲିଖିତ କି ମୌଖିକ ପ୍ରାକ ସୂଚନା ନଦେଇ ୧୮୨୨ନମ୍ବର ରୟତି ଜମିରେ ୩୦ନମ୍ବର ଟାୱାର ରୋପଣ କରି ଜମି ମାଲିକଙ୍କ ରୟତି ଜମି ଉପରେ ତାର ଟାଣି ନେଉଥିବା ପ୍ରସଙ୍ଗ ଉଲ୍ଲେଖ କରିବା ସହ ୧୮୨୨ନମ୍ବର ପ୍ଲଟ ର ଉତ୍ତର ଦିଗରେ ବଲାଙ୍ଗୀର ସୋନପୁର ରାସ୍ତା ଅଛି।ଓ ଏହି ରାସ୍ତା ର ଉତ୍ତର ରେ ବିସ୍ତୀର୍ଣ୍ଣ ସରକାରୀ ଜମି ରହିଛି ଯାହା ଓ,ପି,ଟି,ସି,ଏଲ,ସଂସ୍ଥା ଅଣଦେଖା କରି ରୟତି ଜମି ଉପରେ ୧୩୨ କେଭି ର ମହା ବିପଦପୂର୍ଣ୍ଣ ତାର ଟାଣି ଏମାନଙ୍କ ଧନ ଜୀବନ ପ୍ରତି ବାଜି ଲଗାଉଥିବା ଅଭିଯୋଗ କରିଛନ୍ତି ଜମି ମାଲିକ ରଞ୍ଜନ କୁମାର ମିଶ୍ର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like