-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ପାରମ୍ପାରିକ ପର୍ବ ଡୁମା ଉଆସ

08-Aug-2021



ଧର୍ମଗଡ,(ଜ୍ୟୋତିରଞ୍ଜନ ବେମାଲ )
 ପଶ୍ଚିମ ଓଡିଶାରେ ପର୍ବପର୍ବାଣି ର ସ୍ଵତନ୍ତ୍ର ବିଶିଷ୍ଟତା ରହିଛି।ବାର ମାସ ରେ ତେର ପର୍ବ ପାଳନ ହୁଏ।ସେଥିମଧ୍ୟରୁ ନୂଆପଡା, ନବରଙ୍ଗପୁର ପୁର ,କଳାହାଣ୍ଡି ,ବଲାଙ୍ଗୀର ଜିଲ୍ଲା ମାନଙ୍କରେ ଡୁମା ଉଆସ ପର୍ବର ଆଦରତା  ରହିଆସିଛି।ଯାକଜହକ ନ ହେଲେ ବି ବେଶ ଉସ୍ଛାହ ଭାବେ ପାଳନ ହୁଏ।ସାଧାରଣତଃ ଏହି ପର୍ବରେ ନିଜ ପିତୃ ଦେବତା ଙ୍କୁ ପୂଜା କରାଯାଏ।ନିଜ ପାଳିତ ଦେବା ଦେବୀ ଓ ବଂଶୀୟ ଗତ ଦେବତା ଙ୍କ ନିକଟରେ ନାନା ପ୍ରକାର ବଳି,ନଡ଼ିଆ ଧୂପ ଇତ୍ୟାଦି ରେ ପୂଜାକରା ଯାଇଥାଏ।ତେବେ ଏହି ପର୍ବ କୁ ମୂଳଦୁଆ ପର୍ବ ମଧ୍ୟ କୁହାଯାଏ।ବିଶ୍ୱାସ ଯେ,କୃଷିଉପଯୋଗୀ ତଥା ରକ୍ଷଣ ଦାୟିତ୍ୱ ପୂଜୟ ଦେବତା ନେଇ ଥାନ୍ତି।ରୋଗ ପୋକ ସହିତ ଲୋକଙ୍କ କଳାନଜର କୁ ଦେବତା ମାନେ ସୁରକ୍ଷା ଦେବା ଲୋକଙ୍କ ବିଶ୍ୱାସ ରହିଛି।ଅନ୍ୟପଟେ ଏହି ଦିନ ସୂର୍ଯ୍ୟ ଉଇବା ପୂର୍ବରୁ ଦୀପଜାଳି ଦେବତା ମାନଙ୍କୁ ଆହ୍ୱାନ କରାଯାଏ।ବିଶ୍ୱାସ ଯେ,ଏହି ଦୀପଶିଖା ରେ  କରଲା ଗଛ ର ଲାଠି କୁ ତତେଇ ଷେକ ଦେଲେ -ବାତ, ପିତ ଭଳି ରୋଗ ଦୁର ହୋଇଥାଏ।ସେଭଳି ଗ୍ରାମର  ଲହରା ସମ୍ପ୍ରଦାୟ ଲୋକ ଘର ଘର ବୁଲି ଲୋକ ଙ୍କ ଦ୍ୱାର ମୁହଁରେ ବେତଖୁଣ୍ଟି ମାରିଥାନ୍ତି।ବିଶ୍ୱାସ ଯେ ଏହି ବେତ ଖୁଣ୍ଟି ମାରିବା ଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟି ନ ପଡିବା ଓ କୌଣସି ବାହାରିଆ ଭୁତ ପ୍ରେତ ଘରକୁ ପ୍ରବେଶ କରି ପାରେ ନାହିଁ।ସେଭଳି ଗାଁ ନରିଆ ଶାଳେ ପତ୍ର ଘର ବାହାରେ ଖୁଂଛି ଥାଆନ୍ତି।ତାର ବିଶେଷତ୍ୱ ହେଉଛି ମହାମାରୀ ଭଳି ରୋଗ,ରୋଗପୋକ  ଘର ଭିତରକୁ ନ ପଶିବା ଓ ଲକ୍ଷ୍ମୀ ଦେବୀ ଙ୍କ ସଦା କୃପା ରହିବା ବିଶ୍ୱାସ ରହିଛି।ଏହି ଦିନ ବିଭିନ୍ନ ସମ୍ପ୍ରଦାୟ ଲୋକ ତଥା ଗରିବ ଲୋକ ମାନେ ଘର ଘର ବୁଲି ଭିକ ମାଗିଥାନ୍ତି।ଲୋକେ ଆଦର ସହ ଚାଉଳ,ଟଙ୍କା,ଧାନ ଆଦି ଖୁସିରେ ଦେଇଥାନ୍ତି।ତେବେ ଏହି ପର୍ବକୁ ଭିଭିନ୍ନ ଗ୍ରାମ ଲୋକ ବିଭିନ୍ନ ଦିନ ପାଳନ କରିଥାନ୍ତି।ଆଜି ଏହି ପର୍ବ କୁ କଳାହାଣ୍ଡି ଜିଲ୍ଲା ଭିଭିନ୍ନ ଅଞ୍ଚଳ ରେ ପାଳନ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like