-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ମନୋରଞ୍ଜନ

ବିଗ୍ ବସ୍ ୧୪ : ରୁବିନା ଦିଲୈକ୍ ହାସଲ କଲେ ଟ୍ରଫି, ରାହୁଲ ବୈଦ୍ୟ ହେଲେ ପ୍ରଥମ ରନର୍ସ ଅପ୍‌

22-Feb-2021



ମୁମ୍ବାଇ  : ଗତକାଲି ବିଗ୍ ବସ୍ ଶୋ ର ହୋଷ୍ଟ ସଲମାନ ଖାନ୍ ୧୪ତମ ସିଜିନର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ବିଗ୍ ବସ୍ ୧୪ର ବିଜେତା ରୁବିନା ଦିଲୈକ୍ ହୋଇଛନ୍ତି । ସଲମାନ ରୁବିନା ଦିଲୈକ୍ ଙ୍କ ନାମ ଘୋଷଣା କରିବା ମାତ୍ରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ପ୍ରଶଂସା କରୁଛନ୍ତି । ଅନ୍ୟ ରନରଅପ୍ ଙ୍କ ଫ୍ୟାନ୍ସମାନେ ଟିକେ ନିରାଶ ଦେଖାଯାଉଥିଲେ ବି , ସେମାନେ ରୁବିନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ବିଗ୍ ବସ୍ ର ଏ ପର୍ଯ୍ୟନ୍ତ ୧୪ଟି ସିଜିନ୍ ଟେଲିକାଷ୍ଟ ହୋଇସାରିଛି । ଏହି ସବୁ ସିଜିନ୍ ରେ କିଛି ଏମିତି ନାମ ଅଛି, ଯାହାଙ୍କ ବିନା ବିଗ୍ ବସ୍ ଯାତ୍ରା ଅସମ୍ପୂର୍ଣ୍ଣ ବୋଲି କୁହାଯାଉଛି । ଏହି ପ୍ରତିଯୋଗୀମାନଙ୍କ ଲିଷ୍ଟରେ ସିଦ୍ଧାର୍ଥ ଶୁକ୍ଲା, ହିନା ଖାନ ଏବଂ ବିକାଶ ଗୁପ୍ତା ରହିଛନ୍ତି । ତେବେ ଚାଲନ୍ତୁ ଜାଣିବା, ରୁବିନାଙ୍କ ପ୍ରତି ଏହି ତିନି ଜଣ ସେଲିବ୍ରେଟିଙ୍କର କ’ଣ ରହିଥିଲା ପ୍ରତିକ୍ରିୟା ।

ସିଦ୍ଧାର୍ଥ ଶୁକ୍ଲା :
ବିଗ୍ ବସ୍ ର ୧୩ ସିଜନରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦେଖିବାକୁ ମିଳିଥିଲା । ଏହି ଶୋ ପାଇଁ ସିଦ୍ଧାର୍ଥ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଶେଷରେ ସେ ମଧ୍ୟ ଏହି ଶୋ ଜିତିଥିଲେ । ଏଥି ସହିତ ସିଦ୍ଧାର୍ଥ ଶାହନାଜ ଗିଲଙ୍କ ସହ ତାଙ୍କ ରିଲେସନ୍ କୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ସିଦ୍ଧାର୍ଥ ରୁବିନାଙ୍କ ବିଜୟ ଉପରେ ଟୁଇଟ୍ କରି ଲେଖିଛନ୍ତି, ବିଜୟ ପାଇଁ ଅଭିନନ୍ଦନ ରୁବିନା, ଆପଣ ଶୋ’ରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।‘

ବିକାଶ ଗୁପ୍ତା :
ବିକାଶ ଗୁପ୍ତା ବିଗ୍ ବସ୍ ର ଏକରୁ ଅଧିକ ସିଜିନ୍ ରେ ନଜର ଆସିଥିଲେ । ବିକାଶ ଗୁପ୍ତା ଟ୍ୱିଟ୍ କରି ଲେଖିଛନ୍ତି, ‘ଆଉ ଏକ ସିଜିନ୍ କୁ ସଫଳତାର ସହ ସମାପ୍ତ କରିଥିବାରୁ ବିଗ୍ ବସ୍ ଟିମ୍ କୁ ଶୁଭକାମନା । ଶେଷରେ ୨୦ ସପ୍ତାହ ପରେ ଆମ ପାଖରେ ଏହି ସିଜିନ୍ ର ବିଜେତା ଅଛନ୍ତି ।‘ ଶୁଭେଚ୍ଛା ରୁବିନା ଦିଲାକ୍। ‘

ହିନା ଖାନ :
ହିନା ଖାନ ଫୁଲ୍ ଏନ୍ ଏନର୍ଜୀ ସହ ରୁବିନାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ହିନା ଖାନ ଟ୍ୱିଟ୍ କରି କହିଛନ୍ତି, ‘ରୁବି … ରୁବି .. ରୁବିନା …, ତୁମ ପାଇଁ ଗର୍ବ ଅନୁଭବ କରୁଛି ଟିମ୍ ହିନା । ଅନେକ ଭଲପାଇବା ଏବଂ ଶୁଭେଚ୍ଛା । ‘
ଗତକାଲି ବିଳମ୍ବିତ ରାତିରେ ଶୋ’ର ବିଜେତା ଙ୍କ ନାମ ପ୍ରକାଶ ପାଇଥିଲା । ରୁବିନା ଏହି ଗ୍ରାଣ୍ଡ ଫାଇନାଲରେ ରାଖୀ ସାୱନ୍ତ, ନିକ୍କି ତାମ୍ବୋଲି, ରାହୁଲ ବୈଦ୍ୟ ଏବଂ ଅଲି ଗୋନି ଙ୍କ ସହ ଟକ୍କର ଦେଇଥିଲେ । ଏହି ଷ୍ଟାରମାନଙ୍କ ବ୍ୟତୀତ ସୋସିଆଲ ମିଡିଆରେ ଆହୁରି ଅନେକ ସେଲିବ୍ରେଟି ଟ୍ୱିଟ୍ କରି ରୁବିନାଙ୍କୁ ଶୁଭେତ୍ସା ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm