-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଆସନ୍ତା ୧୬ ତାରିଖ ରୁ ହେବ ଗୃହରକ୍ଷୀ ଶାରୀରିକ ପରୀକ୍ଷା

10-Dec-2025



(ମନୋରଞ୍ଜନ ତ୍ରିପାଠୀ)
ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର  ରାମେଶ୍ବର ଷ୍ଟାଡିୟମ୍ ଠାରେ ଆରମ୍ଭ ହେବା କୁ ଥିବା ଗୃହରକ୍ଷୀ ଶାରୀରିକ ପରୀକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି l ଏଥିପାଇଁ ସର୍ବ ମୋଟ  ୪୭୯୮ଜଣ  ଆବେଦନ କାରୀ ଙ୍କ  ମଧ୍ଯ ରୁ ୩୨୪୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ରେ ଯୋଗ ଦେଇ ପରୀକ୍ଷା ଦେଇ ଥିଲେ l ତନ୍ମଧ୍ୟରୁ ୧୬୫୪ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ଯ ହୋଇ ୧୬ ତାରିଖ ରେ ଆରଂଭ ହେବାକୁ ଥିବା ଶାରିରୀକ ପରୀକ୍ଷା ପାଇଁ ବିବେଚିତ ହୋଇଥିବା ବିଷୟ ଆଜି ଜିଲ୍ଲା ପୋଲିସ ଅଫିସ ସଭା ଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ  ସୂଚନା ଦେଇଛନ୍ତି l ସମସ୍ତ ପରୀକ୍ଷାର୍ଥୀ ଙ୍କୁ ୧୬ ତାରିଖ ରୁ ୨୦ ତାରିଖ ଯାଏ  ମେଡିକାଲ୍ ଓ ଫିଜିକାଲ୍ ଟେଷ୍ଟ କରା ଯିବାକୁ ସ୍ଥିର ହୋଈ ଥିବା ବେଳେ ମହିଳା ପରିକ୍ଷାର୍ଥୀ ଙ୍କ ପାଇଁ ସମସ୍ତ ଥାନା ଅଞ୍ଚଳ ରେ ୧୯ ତାରିଖ ରେ  ସ୍ଵତନ୍ତ୍ର ଭାବେ ପରୀକ୍ଷା ପାଇଁ ବ୍ୟବସ୍ଥା କରା ଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇ ଥିଲେ l ଏବଂ ଏ ଶାରିରୀକ ପରୀକ୍ଷା ପରେ ଜିଲ୍ଲା ରେ ମୋଟ ୯୨ ଗୋଟି ଗୃହ ରକ୍ଷୀ ପଦବୀ ପୂରଣ ପାଇଁ ଖୁବ ଶୀଘ୍ର ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି କହିଥିଲେ l ମେରିଟ ପରିକ୍ଷାର୍ଥୀ ମାନେ କୌଣସି ପ୍ରକାର ପ୍ରଲୋଭନ ର ଶିକାର ନ ହୋଇ ଶେଷ ପର୍ଯ୍ୟାୟ ର ଶାରୀରିକ ପରୀକ୍ଷା ରେ କୃତ କାର୍ଯ୍ଯ ହେବାକୁ ପ୍ରୟାସ କରିବାକୁ  ଓ ପୁରା ସ୍ବଚ୍ଛତା ର ସହିତ ଏ ପରୀକ୍ଷା ର ଫଳାଫଳ ପ୍ରକାଶ କରିବା କୁ ବିଭାଗ କୁ ନିର୍ଦ୍ଦେଶ ଦେଇଥିବା ବିଷୟ  ଆଜି ମିଡ଼ିଆ ମାଧ୍ୟମ ରେ ଏହାର ପ୍ରଚାର ପ୍ରସାର ପାଈଁ ଏସପି ଶ୍ରୀ ନାଏକ ଅନୁରୋଧ କରିଛନ୍ତି l ଆସନ୍ତା ୧୬ ତାରିଖ ସକାଳ ୬ ଟା ରେ ଦୁଙ୍ଗୁରୀପାଲି, ଉଲୁଣ୍ଡା, ସୁବଳୟା ଓ ରାମପୁର ଥାନା ଅଞ୍ଚଳ ର ପରିକ୍ଷାର୍ଥୀ ସୋନପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ ପରୀକ୍ଷା ରେ ଯୋଗ ଦେବାକୁ ଥିବା ବେଳେ ୧୭ ତାରିଖ ରେ ସୋନପୁର, ତରଭା ଓ ବିନିକା ଥାନା ଅଞ୍ଚଳ ର ପରିକ୍ଷାର୍ଥୀ ପରୀକ୍ଷା ଦେବେ l ୧୮ ତାରିଖ ସକାଳ ୬ ଟା ରେ ବୀର ମହାରାଜ ପୁର ଓ ଲଛି ପୁର ଥାନା ଅଞ୍ଚଳ ର ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଆସନ୍ତା ୧୯ ତାରିଖ ରେ ଜିଲ୍ଲା ର ସମସ୍ତ ଥାନା ର ମହିଳା ପ୍ରାର୍ଥୀନୀ ପରୀକ୍ଷା ରେ ଭାଗ ନେବାର ସୂଚନା ମିଳିଛି l ଶେଷରେ ୨୦ ତାରିଖ ଦିନ ସକାଳ ୬ ଟାରେ ଜିଲ୍ଲା ର ସମସ୍ତ ଥାନା ର ଦକ୍ଷତା ବିଭାଗ ପରୀକ୍ଷା (ଟ୍ରେଡ ଟେଷ୍ଟ) ଅନୁଷ୍ଟିତ ହେବ ଓ ସବୁ ଦିନ ର ସବୁ ପରୀକ୍ଷା ସି ସି ଟି ଭି ସର୍ଭେଲାନ୍ସ ରେ ହେବ ବୋଲି ଏସପି ଶ୍ରୀ ନାରାୟଣ ନାଏକ ମିଡ଼ିଆ ଙ୍କୁ ଆଜି ସୂଚନା ଦେଇ ଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like