-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଧାନର ଅଭାବିବିକ୍ରି ପ୍ରତିବାଦରେ ଗୋଡ଼ଭଗାରେ ଜାତୀୟ ରାଜପଥ ଅବରୋଧ

09-Dec-2025



 ରେଙ୍ଗାଲି କ୍ୟାମ୍ପ(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ବିଭିନ୍ନ ମଣ୍ଡିରେ ଧାନର ଅଭାବିବିକ୍ରି ଓ ଅଚଳାବସ୍ଥା ପ୍ରତିବାଦରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଆହ୍ବାନରେ ଗୋଡ଼ଭଗା ଦେଇ ଯାଇଥିବା ସମ୍ବଲପୁର-ବରଗଡ଼ ଏନ୍ଏଚ୍ ୫୩ ରାସ୍ତା ୩ ଘଣ୍ଟା କାଳ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ପ୍ରକାଶ ଯେ, ଗତମାସ ୨୮ ତାରିଖରୁ ଜିଲ୍ଲାରେ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମକୁ ମାତ୍ର ଧାନ ସଂଗ୍ରହ ହୋଇଛି। କିଛି ମଣ୍ଡିରେ ଧାନ ବିକ୍ରିର ଅନୁକୂଳ ହୋଇନାହିଁ। ଧାନର ଅଭାବି ବିକ୍ରି ପ୍ରତିବାଦରେ ଗତ କାଲି ପ୍ରସ୍ତୁତି ଅନୁଯାୟୀ ଗୋଡ଼ଭଗା ମଣ୍ଡି ସମ୍ମୁଖରେ ଧାରଣା ଦେଇ ଅନ୍ତିମ ଆଲୋଚନା ପାଇଁ ପ୍ରଶାସନକୁ ସୂଚନା ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଆରଏମ୍ସି ସଂପାଦକ ତଥା ସବ୍-ରେଜିଷ୍ଟାର ଅଙ୍କିତ ପଣ୍ଡା, ଏସ୍ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଟୋକନ୍ ଜେନେରେଟ୍ରେ କିଛି ସ୍ବଷ୍ଟତା ନାର୍ହି, ବହୁ ଚାଷୀଙ୍କ ଟୋକନ୍ ଆଜି ଯାଏଁ ଆସି ନାହିଁ। ମିଲରକୁ ଟାର୍ଗେଟ୍ ଦିଆଯାଉ ନାହିଁ। କ୍ବାଲିଟି ଟେଷ୍ଟ ନାମରେ କଟନିଛଟନି ବନ୍ଦ କରିବା, ସେଟଲାଇଟ୍ ସର୍ଭେରୁ ବାଦ ପଡ଼ିଯାଇଥିବା ଫସଲର ପୁନଃ ସର୍ଭେ କରି ଟେକନ୍ ଦେବା ଦାବି ନେଇ ଗୋଟି ଗୋଟି କରି କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ସଂଗଠନ ନେତା, ଚାଷୀଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ସହ  ସାଢ଼େ ୧୦ଟାରୁ ୧୨ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଆଲୋଚନା ନିଷ୍କର୍ଷ ନ ବାହାରିବାରୁ ପୂର୍ବ ନିଷ୍ପତ୍ତିକ୍ରମେ ଦିନ ୧୨ଟାରୁ ଜାତୀୟ ରାଜପଥକୁ ଓହ୍ଲାଇଥିଲେ। ରାସ୍ତା ଉପରେ ଧାନ ପକାଇ ସମ୍ବଲପୁର-ବରଗଡ଼ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଲୋଚନାରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ  ଆଚାର୍ଯ୍ୟ, ସିଏସ୍ଓ, ଏସିଏସଓ ବ୍ୟମକେଶ ମାଝୀ, ଓଡ଼ିଶା ମିଲର୍ ସଂଘର ରାଜ୍ୟ ସଂପାଦକ ନିତେଶ ବଂସଲ ଯୋଗ ଦେଇଥିଲେ। ଚାଷୀ, ପ୍ରଶାସନ ଓ ମିଲରଙ୍କ ଉପସ୍ଥିତିରେ ୫ଟି ବିଷୟରେ ସହମତି ପ୍ରକାଶ ପାଇଥିଲା। ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ସମସ୍ତ ଚାଷୀଙ୍କ ଟୋକନ ଡ଼ିସେମ୍ବର ୨୦ ତାରିଖ ମଧ୍ୟରେ ଆସିବା ବ୍ୟବସ୍ଥା କରିବା, ଜାନୁଆରି ୧୫ ତାରିଖ ସୁଦ୍ଧା ଧାନ କିଣାବିକା ସରିବା ବ୍ୟବସ୍ଥା କରିବା, ପଂଜୀକରଣ କରିଥିବା ସମସ୍ତ ଜମିର ଟୋକନ ତୁରନ୍ତ ଜେନେରେଟ୍ କରନ୍ତୁ, କ୍ବାଲିଟି ଟେଷ୍ଟ ମାର୍କେଟ୍ ପଏଣ୍ଟରେ ଆରଏମ୍ସି ଓ ପ୍ୟାକ୍ସ କର୍ମଚାରୀଙ୍କ ଉପସ୍ଥିତିରେ ନିର୍ଧାରଣ କରାଯାଉ। ବିଗତ ଫସଲରେ କ୍ବିଲିଟି ନାଁରେ ପାକେଟ୍ ପିଛା ୧ କେଜିରୁ ୫ କେଜି ପର୍ଯ୍ୟନ୍ତ ଅଧିକାଂଶ ମିଲର କାଟିବାରୁ ଚାଷୀମାନେ ବହୁ କ୍ଷତି ସହିଛନ୍ତି। ଏଣୁ କ୍ବିଣ୍ଟାଲ ପ୍ରତି ସର୍ବାଧିକ ୧ କେଜି କଟନିଛଟନୀ କରିବାକୁ ସହମତି ପ୍ରକାଶ ପାଇଥିଲା। ତ୍ରିପାକ୍ଷିକ ଆଲୋଚନାରେ ପରେ ଅପରାହ୍ଣ ୩ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।  ଆଲୋଚନା ବେଳେ ସଂଗଠନର କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ର, ସଂପାଦକ ସୁରେଶ କର୍ଣ୍ଣ, ପାପା ରାଓ, ଡ଼ିପି ଜୟକୁମାର, ସତ ବାବୁ, କୃଷ୍ଣ ବାବୁ, ରାମ ବାବୁ, ବୁଦ୍ଧଦେବ ନନ୍ଦ, ସୁବାଷ ବିଶ୍ବାଲ, ସୁଜିତ ପ୍ରଧାନ, ଦୟାସାଗର ମେଣ୍ଡେଲୀ, ସଂଜୀବ ଶତପଥି, ଅମୀୟ ଦାଶ, ଭୁବନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like