-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
08-Dec-2025
ଗୁଡ଼ଭେଲା(ପ୍ରେରଣା ଖବର): ଗତକାଲି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଗୁଡଭେଲା ସେକ୍ସନର ରାଣୀମାଲରୁ ବାଗ ବାହାଲ ପର୍ଯ୍ୟନ୍ତ ଆରଡି ରୋଡର ଘୁନା ଗ୍ରାମ ନିକଟରେ, ଦେଓଗାଁ ରେଞ୍ଜର କର୍ମଚାରୀ ମାନେ ପାଟ୍ରୋଲିଂ କରିବା ସମୟରେ ୧୫୦ ଟି ସବୁଜ ପୋଲ ବୋଝେଇ ଗୋଟିଏ ଟ୍ରାକ୍ଟର (OD 03T 1206) ଜବତ କରିଥିଲେ । ଘଟଣାସ୍ଥଳରୁ ଜଣେ
ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ଜବତ ଟ୍ରାକ୍ଟର ଏବଂ ସାମଗ୍ରୀ ଗୁଡ଼ିକୁ ସେକ୍ସନ ଅଫିସ କ୍ୟାମ୍ପସକୁ ଅଣାଯାଇ ଅଛି । ଏହି ସମ୍ଭନ୍ଧୟା ସବିଶେଷ ତଦନ୍ତ ଜାରି ରହିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ।