-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||     

HOME   ଜିଲ୍ଲା

*ମଝି ପଡ଼ା ଶ୍ରୀ ରାମଜୀ ମନ୍ଦିରରେ ଲକ୍ଷେ ଆଠ ଦୀପ ସମର୍ପଣ*-

04-Nov-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ) ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଅବସର ରେ ସୋନପୁର ମଝି ପଡା ଶ୍ରୀ ରାମଜୀ ମନ୍ଦିର ଠାରେ ସହର, ଜିଲ୍ଲା, ରାଜ୍ୟ ତଥା ଜଗତ କଲ୍ୟାଣ ପାଇଁ ମହିଳା ଭକ୍ତ ମାନଙ୍କ ପକ୍ଷରୁ ମହା ପ୍ରଭୂ ଙ୍କ ଠାରେ ଲକ୍ଷେ ଆଠ ଦୀପ ସମର୍ପଣ କରଯାଇଛି l  ଆଜି ମଝି ପଡ଼ା ର ମହିଳା ଭକ୍ତ ମାନଙ୍କ ଦ୍ବାରା ଆୟୋଜିତ ଏହି ଦୀପ ଦାନ କାର୍ଯ୍ୟକ୍ରମରେ ଅଟଳ ବିହାରୀ ମହାପାତ୍ର ଓ ଜ୍ୟୋତି ରାଣୀ ମହାପାତ୍ର କର୍ତ୍ତା ଭାବେ ଦାୟିତ୍ବ ତୁଲାଇ ଥିବା ବେଳେ ମଝିପଡ଼ା ସମେତ ସହର ର ହଜାର ହଜାର ମହିଳା ଭକ୍ତ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ  l ମନ୍ଦିର ପୂଜକ ଚୈତନ୍ୟ ପୂଜାରୀ ପୂଜା କାର୍ଯ୍ଯ ତୁଲାଇ ଥିଲେ l  ନିକଟସ୍ଥ ଶ୍ରୀ ଭାଗବତ ମନ୍ଦିର ଓ ଶ୍ରୀ ହନୁମାନ ମନ୍ଦିର ରେ ପ୍ରଥମେ ପୁଜା ଅର୍ଚ୍ଚନା ଓ ଆଳତୀ କରା ଯିବା ପରେ ଶ୍ରୀ ରାମଜୀ ମହାପ୍ରଭୁ ଙ୍କ ଠାରେ ଏହି ଲକ୍ଷେ ଆଠ ଦୀପ ସମର୍ପଣ କରଯାଇଥିଲା l ତିନି ବର୍ଷ ଆଗରୁ ପାଳନ କରି ଆସୁଥିବା ମହିଳା ଙ୍କ ଏ ପ୍ରାୟସ କୁ ସହର ରେ ପ୍ରସଂଶା କରା ଯାଇଛି l

ଶ୍ରୀମତୀ କଳ୍ପନା ଭୋଇ, କଲ୍ୟାଣୀ ସ୍ବାଇଁ, ବିନୋଦିନୀ ପଣ୍ଡା , କଳ୍ପନା ତ୍ରୀପାଠୀ, ସବିତା ବରେଇ, ସୁଭଦ୍ରା ଦଳେଇ, ଲକ୍ଷ୍ମୀ ମଲ୍ଲିକ, ଯମୁନା ମଲ୍ଲିକ, ଅଞ୍ଜଳି ଦାଶ, ମଞ୍ଜୁ ପାଣିଗ୍ରାହୀ, ସୋଭାଗିନି ମିଶ୍ର, ମଞ୍ଜୁ ଥନା ପତି, କଳ୍ପନା ବେହେରା, ମିତସ୍ଵିନି ବଡ଼ ମାଳି, ପଦ୍ମା ସାହୁ, ସତ୍ୟ ଭାମା ମିଶ୍ର, କଲାବତି ନେଗୀ, ସୁରମା ସାହୁ, ଗୋଦା ବରୀ ସାହୁ, କଳ୍ପନା ପଣ୍ଡା ପ୍ରମୁଖ ଶହ ଶହ ମହିଳା ଯୋଗ ଦେଇ ପୁଜା ଅର୍ଚ୍ଚନା ପ୍ରାର୍ଥନା କରି ଏଥିରେ ସହଯୋଗ କରି ଥିଲେ l ମନ୍ଦିର କମିଟି ସଦସ୍ୟ କଇରୁ ସ୍ବାଇଁ, ମନ ବୋଧ ଭୋଇ, ଭକୋଡୋ ସ୍ବାଇଁ, ଲଡୁ କିଶୋର ମଲ୍ଲିକ, ପୀୟୁଷ ପଣ୍ଡା, ବିକାଶ ପଣ୍ଡା ଓ ପଦ୍ମ ନାଭ ପାଢ଼ୀ  ଓ ପ୍ରତାପ ଦାଶ ଙ୍କ ତତ୍ୱା ବଧାନ ଏହି କାର୍ଯ୍ଯ କ୍ରମ ପରିଚାଳନା କରା ଯାଇଥିଲା l ଆଜି ସକାଳ ୬ ଟା ରୁ ୮ ଟା ଯାଏ ମଝି ପଡ଼ା ର ଶ୍ରୀ ରାମଜୀ ମନ୍ଦିର, ହନୁମାନ ମନ୍ଦିର ଓ ଶ୍ରୀ ଭାଗବତ ମନ୍ଦିର ପରିସର ର ଏ ଆଧ୍ୟାତ୍ମିକ କାର୍ଯ୍ଯ କ୍ରମ ରେ ଭକ୍ତ ଓ ମହିଳା ମାନଙ୍କ ହରି ବୋଲ ହୁଳ ହୁଳି ରେ ଏ ଅଞ୍ଚଳ ପ୍ରକମ୍ପିତ ହୋଈ ଉଠି ଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026

You Might Also Like