-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
04-Nov-2025
(ରାମନାଥ ପଣ୍ଡା)
ନୂଆପଡ଼ା ଉପ ନିର୍ବାଚନରେ ଆସନ୍ତା ୧୧ ତାରିଖ ଦିନ ସମସ୍ତ ଭୋଟର୍ ମତଦାନ କରିବାକୁ ଆଗ୍ରହର ସହିତ ତୃତୀୟ ଲିଙ୍ଗୀ ଜୁଲି ମାଝୀ,ରୋଜି ୟାଦବ ଓ ରଙ୍ଗିଲା ଯାଦବ ଅନୁରୋଧ କରୁଛନ୍ତି ।ଏହି ନିର୍ବାଚନ ରେ ତୃତୀୟ ଲିଙ୍ଗୀ ମାନେ ମଧ୍ୟ ବହୁତ୍ ଆଗ୍ରହୀ ଅଛନ୍ତି ନିଜ ନିଜ ମତଦାନ ପାଇଁ ।ସମସ୍ତ ଭୋଟରମାନେ ମତଦାନ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଅନୁରୋଧ କରିଛନ୍ତି ।ସୂଚନା ଅନୁସାରେ ଆସନ୍ତା ଉପ ନିର୍ବାଚନରେ ୨୧ ଜଣ ତୃତୀୟ ଲିଙ୍ଗୀ ମତଦାନ କରିବେ ।