-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||     

HOME   ଜିଲ୍ଲା

କୃଷ୍ଣ କୃଷ୍ଣ ଜପି ଜପି ଗରିବ ବ୍ରାହ୍ମଣ ସୁଦାମାଙ୍କ ଦ୍ବାରିକା ଗସ୍ତ(ଫୁଲମୁଠିରେ ସପ୍ତାହ ପାରାୟଣ)।

04-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ) ଗୋପପୁରେ ଗୋପୀ ବାଳକ ଓ ସୁଦାମା ସହିତ ମଜା ମଜଲିସରେ ଦିନ କାଟିଥିବା କୃଷ୍ଣ ଯେତେବେଳେ ନିଜ ଘର ଦ୍ବାରିକାକୁ ଗଲେ ସେତେବେଳେ ସାରା ଗୋପପୁର ବାସୀଙ୍କ ଆଖିରୁ ଅଶ୍ରୁ ନିଗୁଡ଼ି ଥିଲା ଏପରିକି ବୃକ୍ଷ ଲତା ପାହାଡ ମଧ୍ୟ ନିମିଷକ ମଧ୍ୟରେ ନିସ୍ତେଜ ହୋଇ ଆଖିରୁ ଲୁହ ଗଡେଇଥିଲେ ।ଗରିବ ବ୍ରାହ୍ମଣ ସୁଦାମା ବହୁ ଅନାଟନରେ ନିଜର ପରିବାର ପରିପୋଷଣ କରି ଆସୁଥିଲା ପତ୍ନୀ ସହିତ କଥାବାର୍ତ୍ତା ହୋଇ ମୈତ୍ର କୃଷ୍ଣ ଭଗବାନଙ୍କୁ ଭେଟିବା ପାଇଁ ସିଦ୍ଧାନ୍ତ କରିଥିଲା ଓ ବହୁ ଦୁଃଖ କଷ୍ଟରେ ଦ୍ବାରିକା ଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ଭେଟ ହୋଇଥିଲା ଆଦି ଅନେକ ପ୍ରସଙ୍ଗ ଉପରେ ଫୁଲମୁଠି ଠାରେ ଚାଲିଥିବା ସପ୍ତାହ ପାରାୟଣରେ ବ୍ୟାସ ଅଭିଷେକ ମିଶ୍ର ପୁଙ୍ଖାନୁପୁଙ୍ଖ ଭାବେ ଦେଖଣାହାରୀ ଭକ୍ତଙ୍କ ଠାରେ ଅବଗତ କରିଥିଲେ ।ଫଳରେ ଉପସ୍ଥିତ ଭକ୍ତମାନେ ଗରିବ ବ୍ରାହ୍ମଣ ସୁଦାମା ଉପାଖ୍ୟାନକୁ ମନଭରି ଉପଭୋଗ କରିବା ସହିତ ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ସୁଦାମାକୁ କୋଳେଇ ନେଇ ସେବା କରିଲେ ସେତେବେଳେ ପ୍ରଭୁଙ୍କ ଜୟାଗାନରେ ପାରାୟଣ ସ୍ଥଳ ପ୍ରକମ୍ପିତ ହୋଇଥିଲା।କିମ୍ବଦନ୍ତୀ ଅନୁଯାୟୀ ମୈତ୍ର ପ୍ରଭୁ କୃଷ୍ଣଙ୍କୁ ଭେଟି ଉପହାର ଦେବାପାଇଁ ସୁଦାମା କିଛି ମୁଠା ଚାଉଳ କପଡ଼ାରେ ଗଣ୍ଠି ପକାଇ ଦ୍ବାରିକା ଅଭିମୁଖେ ବାହାରିଥିଲେ ।ଦିନ ପରେ ରାତି ଏହିପରି ଅନେକ ଦିନ ବିତିଗଲା ଘଞ୍ଚ ଜଙ୍ଗଲ,ଅବାଡୁଆ ଖାବୁଡ଼ା ରାସ୍ତାରେ ସୁଦାମା ବାଡ଼ି ଟିଏ ଧରି କୃଷ୍ଣ ଜପ କରି ଆଗକୁ ଚାଲିଥାନ୍ତି। ହେଲେ ଦ୍ବାରିକା ଆସିନଥାଏ। ଥକ୍କା ମେଣ୍ଟାଇ ଥାନ୍ତି ଠିକ ଏତିକି ବେଳେ ଜଣେ ବ୍ରାହ୍ମଣ (ଯିଏ କି ପ୍ରଭୁ ଶ୍ରୀକୃଷ୍ଣ ମାୟା ରୂପରେ)ତାଙ୍କ ପାଖକୁ ଆସି ସବୁ ବୁଝିଥାନ୍ତି ଏବଂ ରାସ୍ତା ଦେଖାଇ ଦ୍ବାରିକା ନଗରୀକୁ ନେଇଥାନ୍ତି ।ସୁଦାମା ଦ୍ବାରିକା ପହଞ୍ଚିବା ପରେ ପ୍ରଭୁ ଶ୍ରୀକୃଷ୍ଣ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଆନ୍ତି ।ଯାହାକି ସୁଦାମା ବ୍ରାହ୍ମଣଙ୍କୁ ଆଉ ଖୋଜି ପାହାନ୍ତି ନାହିଁ । ସୁଦାମା ଦ୍ବାରିକା ନଗରୀ ମୁଖ୍ୟ ପ୍ରବେଶ ପଥ ପହଞ୍ଚିବା ପରେ ସେଠାରେ ରାଜାଙ୍କ କର୍ତ୍ତବ୍ୟରେ ନିୟୋଜିତ ପ୍ରହରୀ ଛାଡ଼ି ନଦେବାରୁ ସୁଦାମା କୃଷ୍ଣଙ୍କୁ ଭେଟି ନପାରି ଫେରି ଯାଉଥିବା ବେଳେ ନିଜେ ଶ୍ରୀକୃଷ୍ଣ ରାଜ ପ୍ରସାଦରୁ ଦୌଡ଼ି ଦୌଡ଼ି ସୁଦାମାଙ୍କୁ ଅଟକାଇ କୋଳେଇ ଧରି ରାଜ ପ୍ରସାଦକୁ ଆଣି ତାଙ୍କର ସେବା କରିଥାନ୍ତି ।ପ୍ରକୃତ ପକ୍ଷେ ଏପରି ମୈତ୍ର ସ୍ଥାପନ କରିବା ହିଁ ଜୀବନର ଲକ୍ଷ୍ୟ ହାସଲରେ ସହାୟକ ହୋଇଥାଏ।ଦ୍ଵାପର ଯୁଗର ସୁଦାମା ଭଳି ଆଜି ଗ୍ରାମର ଶୁଶ ମିଶ୍ର ସୁଦାମା ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା ପୂର୍ବକ ବହୁ ଦୁଃଖ କଷ୍ଟରେ କୃଷ୍ଣଙ୍କୁ ଭେଟିବା ପାଇଁ ଦ୍ବାରିକା ଗମନ କରିଥିଲେ । ପାରାୟଣରେ ସୁଦାମାଙ୍କ ଚରିତ୍ରର  ବିଷୟ ବସ୍ତୁ ଉପରେ ଅବଗତ ହେବା ସହିତ ସୁଦାମା ଭୂମିକାରେ ଅଭିନୟ କରିଥିବା ଶୁଶ ମିଶ୍ରଙ୍କ  ଉଚ୍ଚକୋଟୀର ଅଭିନୟ ଶୈଲୀକୁ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଶଂସା କରିଥିଲେ ।ଏହି ଅବସରରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026

You Might Also Like