-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||     

HOME   ଜିଲ୍ଲା

ପତିଆଲପଡ଼ା ଗ୍ରାମରେ ତୃତୀୟ ତମ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ପାଳିତ l

04-Nov-2025



ସିନାପାଲି  ( ଚିନ୍ତାମଣି ନେତାମ ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତିଆଲପଡା ଗ୍ରାମରେ  ତୃତୀୟ ତମ ଶ୍ରୀ ଶ୍ରୀ କାର୍ତ୍ତିକ ପୂର୍ଣ୍ଣିମା ମହୋସବର କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ମାନେ ଭାଗ ନେଇ ସ୍ଥାନୀୟ ଉଦନ୍ତୀ ନଦୀରୁ କଳସରେ ପାଣି ଭରି ପୂର୍ଣ୍ଣ କଳସଟି କୁ ନେଇ ଗ୍ରାମର ମଙ୍ଗଳ ପାଇଁ ଗାଁ ପରିକ୍ରମା କରି ପୁଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ ଦଳର  ତାଳେ ତାଳେ  ନାଚ,ଗୀତ ଓ ହରିବୋଲ ହୁଳହୁଳି ଶବ୍ଦରେ ପତିଆଲପଡା ଗ୍ରାମ ଆନନ୍ଦ ଉଲ୍ଲାସରେ  କମ୍ପି ଉଠିଥିଲା। ଶାସ୍ତ୍ର ଅନୁଯାୟରେ ବାରମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ ଏହି ମାସରେ ଶ୍ରୀ ଶ୍ରୀ କାର୍ତ୍ତିକେୟ  ମହାପ୍ରଭୁ ଙ୍କୁ ରିତି ନିତି  ସହ ଭକ୍ତି ଭାବରେ ପୂଜାର୍ଚ୍ଚନା କରି କାର୍ତ୍ତିକ ପୂର୍ଣ୍ଣିମା ପାଳନ କଲେ ପାପ କ୍ଷୟ, ଦୁଃଖ, କଷ୍ଟ ଦୂର ହୁଏ ଏବଂ ଶୁଖ, ଶାନ୍ତି ଓ ସମୃଦ୍ଧି ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି କାର୍ତ୍ତିକ ପୂର୍ଣ୍ଣିମା ପାଳନ ଭକ୍ତ ବ୍ରତି ମା,ମାନଙ୍କ ବିଶ୍ଵାସ ରହିଥିବା ମତ ପ୍ରକାଶ କରିଛନ୍ତି।ଉକ୍ତ ପୂଜା   ଚାରିଦିନ ପର୍ଯ୍ୟନ୍ତ ଚାଲିରହିବ। ଏହି ପୂଜା ର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଟିକେଲାଲ ମାଝି ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଧନମତୀ ମାଝି ଦାୟୀତ୍ବ ତୁଳାଇଥିବା ବେଳେ ମୁଖ୍ୟ ପୂଜକ ଶୁଶାନ୍ତ ପାଢ଼ୀ ଓ  ସହଯୋଗୀ  ମନୋରଞ୍ଜନ  ନେଗୀ  ପୂଜାଟିକୁ ଆଗେଇ ନେଇଛନ୍ତି। ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ  କାର୍ଯ୍ୟକ୍ରମ ରହିଛି ବୋଲି  କମିଟି ପକ୍ଷରୁ ସୁଚନା ମିଳିଛି। ଦୂର ଦୁରାନ୍ତ ଓ ଆଖ ପାଖ ଅଞ୍ଚଳରୁ ଲୋକମାନେ ଆସି ପ୍ରଭୁ ଶ୍ରୀ ଶ୍ରୀ କାର୍ତ୍ତିକେୟଙ୍କ ଦର୍ଶନ କରି ରାତ୍ର ମନୋରଞ୍ଜନ  କାର୍ଯ୍ୟକ୍ରମର ଉପଭୋଗ କରିଥାନ୍ତି। ପୂଜା କମିଟି ସଭାପତି ଶ୍ରୀଯୁକ୍ତ ତୁପଲେଶ୍ଵର ମାଝି,ସମ୍ପାଦକ ବନରାମ ମାଝି,କୋଷାଧକ୍ଷ ରିଖିରାମ ମାଝି,ସଦସ୍ୟ ବିଶିକେଶନ ମାଝି,ଶ୍ୟାମଚନ୍ଦ୍ର ମାଝି, ଭ୍ରତ କାଣ୍ଡ,ତିରନ କାଣ୍ଡ, ଚନ୍ଦ୍ର ମାଝି,ଦିନେଶ ମେହେର, ଜୟମନ କାଣ୍ଡ, ସୁରଜ ମାଝି, ଅଭିରାମ ମାଝି, ପଦ୍ମନ ମାଝି, ସୋମନାଥ ମାଝି, ସଞ୍ଜୟ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ଙ୍କ ସହଯୋଗ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026

You Might Also Like