-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||     

HOME   ଜିଲ୍ଲା

ପ୍ରଭୁ ଶ୍ରୀକୃଷ୍ଣ-ରୁକ୍କିଣୀଙ୍କ ବିବାହ ପାଇଁ ଫୁଲମୁଠି ଗାଁ ଉତ୍ସବ ମୁଖର

04-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ ଚାଲିଥିବା ସପ୍ତାହ ପାରାୟଣ ପରିପ୍ରେକ୍ଷୀରେ ଆଜି କୃଷ୍ଣଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ପାଳନ ନେଇ ସାରା ଗ୍ରାମ ଉତ୍ସବ ମୁଖର ହୋଇଉଠିଥିଲା। କିମ୍ବଦନ୍ତୀ ଅନୁସାରେ ଦ୍ଵାପର ଯୁଗରେ ବିଧର୍ବ ରାଜାଙ୍କ ଝିଅ ରୁକ୍କିଣୀର ବିବାହ ଶିଶୁପାଳଙ୍କ ସହିତ ଥିଲା କିନ୍ତୁ ଦେବୀ ରୁକ୍ମିଣୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିଲେ ।ଶିଶୁପାଳ ବିବାହ ପାଇଁ ଆଗତୁରା ବିଧର୍ଵ ରାଜାଙ୍କ ନିକଟକୁ ଆସିଥିଲା ଠିକ୍ ଏହି ସମୟରେ ଦେବୀ ରୁକ୍ମିଣୀ ପୂଜାର୍ଚ୍ଚନା ଛଳନାରେ ଦେବୀ ଜଗଦମ୍ବା ମନ୍ଦିରକୁ ପୂଜା ସାମଗ୍ରୀ ଧରି ଯାଇ ପ୍ରଭୁକୃଷ୍ଣ ଶୀଘ୍ର ପହଞ୍ଚିବା ନେଇ ପ୍ରାର୍ଥନା କରିଥିଲେ ।ପୂଜା ସରିବା ପରେ ମନ୍ଦିରରୁ ବାହାରିବା ମାତ୍ରେ ପ୍ରଭୁ ଶ୍ରୀକୃଷ୍ଣ ରଥରେ ସେହି ସ୍ଥାନକୁ ପହଞ୍ଚିଥିଲେ । ଦେବୀ ରୁକ୍ମିଣୀ ଖୁସିରେ ଆତ୍ମହରା ହୋଇ ପ୍ରଭୁଙ୍କ ପାଖକୁ ଯାଇ ରଥାରୁଢ ହୋଇ ଏଠାରୁ ଚାଲିଯିବାକୁ ପରାମର୍ଶ ଦେବାପରେ ପ୍ରଭୁ ଶ୍ରୀକୃଷ୍ଣ ଶୁଭ ଶଙ୍ଖ ଧ୍ୱନି ଦେଇ ଦ୍ଵାପର ଅଭିମୁଖେ ଯାତ୍ରା କରିଥିଲେ । ଦେବୀ ରୁକ୍ମିଣୀ ହରଣ ପ୍ରସଙ୍ଗ ଵିଧର୍ବ ରାଜ୍ୟରେ ପ୍ରଚାର ହେବାପରେ ରୁକ୍ମିଣୀଙ୍କ ଭାଇ କୃଷ୍ଣଙ୍କ ଅଟକାଇବାକୁ ଯାଇ ତାଙ୍କ ସହିତ ଯୁଦ୍ଧ କରି ଜୀବନଦାନ ପାଇଥିଲେ । ତେବେ ଏଠାରେ ଅନୁଷ୍ଟିତ ସପ୍ତାହ ପାରାୟଣ ପରିପ୍ରେଖୀରେ କୃଷ୍ଣ ରୁକ୍ମିଣୀଙ୍କ ବିବାହ ମହାଆଡମ୍ବରପୂର୍ଣ୍ଣ ରୀତିରେ ଅନୁଷ୍ଟିତ ହୋଇଥିଲା । ଗ୍ରାମର ପ୍ରତ୍ୟେକ ଘରୁ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତମାନେ ବାହାରି ଢୋଲ ନିଶାଣର ତାଲେ ଚାଲେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।ଏହି ଅବସରରେ ଗ୍ରାମବାସୀ ଘର ସମ୍ଭୁଖରେ ଶୁଭ କଳସ ବସାଇ ପ୍ରଭୁଙ୍କୁ ସ୍ଵାଗତ କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତ ହଲଦୀରେ ସଜ୍ଜିତ ହୋଇଥିଲେ।ବାଟରେ ରୁକ୍କୁଣୀଙ୍କ ମାମୁଁ ମାଇଁଙ୍କ ଘର ପକ୍ଷରୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାଟ ବରଣ କରାଯାଇ ବିବାହ ସ୍ଥଳକୁ ନିଆଯାଇଥିଲା ସେଠାରେ ରୀତିନୀତି ଅନୁଯାୟୀ ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନିରେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।ପରେ ସପ୍ତାହ ପାରାୟଣ କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ତରଫରୁ ଆସିଥିବା ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ଅନୁଷ୍ଟିତ ଏହି ସପ୍ତାହ ପାରାୟଣରେ ବ୍ୟାସ ଭାବେ ଅଭିଷେକ ମିଶ୍ର,ପୂଜକ ଯୁଧିଷ୍ଟିର ଦାଶ,କର୍ତ୍ତା ଭାବେ ନାରାୟଣ ବିଶି ଓ ତାଙ୍କ ଧର୍ମପତ୍ନୀ ମିଥିଲ୍ଲା ବିଶି ଦାୟିତ୍ଵ ନିର୍ବାହ କରିଥିବା ବେଳେ କୃଷ୍ଣ ଭୂମିକାରେ ଶିଶୁ କଳାକାର ଆୟୁଷ୍ମାନ ହୋତା,ରୁକ୍ମିଣୀ ଅର୍ଚ୍ଚିତା ସାହୁଙ୍କ ଅଭିନୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା ସେହିପରି ପ୍ରଭୁ ଶ୍ରୀକୃଷ୍ଣଙ୍କ ମାତା ପିତା ଭାବେ ମିଥିଲ୍ଲା ବିଶି ଓ ନାରାୟଣ ବିଶି,ରୁକ୍ମିଣୀଙ୍କ ମାତା ପିତା ଭାବେ ସୁଣ ହୋତା ଓ ଦୟାନିଧି ହୋତା ଦାୟିତ୍ଵ ତୁଲାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   05-Mar-2026

You Might Also Like