-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ କମିଟିର ୫୨ତମ ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ସହ ନାମଯଜ୍ଞର ଶୁଭାରମ୍ଭ

02-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରର ସର୍ବପୁରାତନ ଟିକ୍ରାପଡା ନାମଯଜ୍ଞ କମିଟି ଚଳିତ ବର୍ଷ ୫୨ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି l ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଆଜକୁ ୫୨ବର୍ଷ ଧରି ଅନବରତ ଭାବରେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମ ଧରାପୃଷ୍ଟରେ ପ୍ରଚାର କରି ଆସୁଅଛି l ଚଳିତ ବର୍ଷ ନାମଯଜ୍ଞ ଆୟୋଜନ ଅବସରରେ  ମହିଳା ମାନେ କଳସ ଶୋଭାଯାତ୍ରାରେ ପ୍ରଭୁ ରାଧାମାଧବଙ୍କୁ ମଣ୍ଡପରେ ବିରାଜ ମାନ କରାଇ ଅଧିବାସ ପାଳନ କରାଯାଇ ଥିଲା l ଚଳିତ ବର୍ଷ ଆୟୋଜକ କମିଟିରେ  ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନର ସଭାପତି ପ୍ରକାଶ କୁମାର ନେପାକ,ସମ୍ପାଦକ ଅଙ୍କୁଶ ହୋତା, କୋଷାଧକ୍ଷ କୁନୁ ପାତ୍ର ସମେତ ଚଳିତ ବର୍ଷର ନାମଯଜ୍ଞ ସମ୍ପାଦକ ସଞ୍ଜୟ ଶତପଥି ଏବଂ ବିଭିନ୍ନ କମିଟି ମୁଖ୍ୟ ତୁଫାନ ସାହୁ, ଶରତ ଷlଣ୍ଢ, ବାବୁ ସା, ପିଙ୍କୁ ପଣ୍ଡା, ଦ୍ୱର୍ଗା ସାହୁ, ଟିଂକୁ ପଣ୍ଡା, କାଳୁ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତି,ଶିବ ରଥ,  ରାଜେନ୍ଦ୍ର ମିଶ୍ର,ପ୍ରଦୀପ ସାହୁ, ରବି ଅଗ୍ରୱାଲ, ରାଜୁ ଅଗ୍ରୱାଲ, ମହେନ୍ଦ୍ର ବାଗ, ଅଶୋକ ମିଶ୍ର, ସତ୍ୟନାରାୟଣ ମହାକୁଡ଼, ସୁନାଧର ବନଛୋର,ଦିଜରାଜ ମିଶ୍ର, ଦୁଲିଚନ୍ଦ ଅଗ୍ରୱାଲ, ସନ୍ତକ ବହିଦାର, କୁନା ବେହେରା, ଭରତ ପୋଢ଼,ଶ୍ରୀବତ୍ସ ମହାରଣା ନାମ ସଂକୀର୍ତନ୍ୟ ଆୟୋଜନରେ ସହଯୋଗ କରୁଛନ୍ତି l ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସମ୍ପାଦକ ଲିନା ମହାନ୍ତି, ସଭ୍ୟା ସବିତା ବେହେରା, ଦମୟନ୍ତୀ ବାଗ, ସୁଶୀଳା ସା, ସୁଚରିତା ଶତପଥୀ,ରେବତୀ ସାହୁ,ଲିଲି ବେହେରା, ମଞ୍ଜୁଳା ମିଶ୍ର ଓ ସମସ୍ତ ସଭ୍ୟା ପ୍ରଭୁଙ୍କ କଳସ

ଯାତ୍ରା, ଛପନ ଭୋଗ, ତୁଳସୀଭିଷେକ ଆୟୋଜନର ଦାୟିତ୍ୱ ଗ୍ରହଣ କରିଛନ୍ତି l ଚଳିତ ବର୍ଷ  ଦୁର୍ଗା ଚରଣ ସାହୁ ଓ ସହଧର୍ମିଣୀ ସରିତା ସାହୁ ମୁଖ୍ୟ ଯଜ୍ଞକର୍ତ୍ତା ରୂପେ ପ୍ରଭୁଙ୍କ ସେବା କରୁଛନ୍ତି l ସ୍ୱାମୀ ତେଜୟାନନ୍ଦ ସରସ୍ବତୀ ଅଧିବାସ ସଂନ୍ଧ୍ୟା ରେ ପ୍ରଭୁ ରାଧାମାଧବଙ୍କ ଚରଣ ବନ୍ଦନା କରିଥିଲେ l ମୁଖ୍ୟ ପୂଜକ ଶୁକଦେବ ତ୍ରିପାଠୀ ଓ ସାଥି ଯଜ୍ଞ ପୂଜକ ଅଛନ୍ତି l
ଚଳିତ ବର୍ଷ ସୁଦୂର କଳାହାଣ୍ଡି, ବୌଦ୍ଧ, ସୋନପୁର ଜିଲ୍ଲାରୁ ବିଭିନ୍ନ ସଂକୀର୍ତନ୍ୟ ଦଳ ଆସି ପ୍ରଭୁଙ୍କ ନାମ ନେବେ ବୋଲି ଶ୍ରୀ ନେପାକ ସୂଚନା ଦେଇଛନ୍ତି 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like