-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

*ରାସନ କାର୍ଡ ବନ୍ଧା ପକାଇ ପୁଅର ଚିକିତ୍ସା ପାଇଁ ଆସିଥିବା ମାଁ କୁ ଶୋଭାକେୟାର ହସ୍ପିଟାଲ ର ବଦାନ୍ୟତା*-

31-Oct-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)ଜିଲ୍ଳା ସ୍ତରୀୟ କ୍ରୀଡାରେ ସିନ୍ଦୁରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର କ୍ରିଷ୍ଣା ନାଏକ ଇଚ୍ଛାପୁର ଠାରେ ଅନୁଷ୍ଠିତ ହେଉଥିବା ଉଚ୍ଚ ଡିଆଁ ବେଳେ ହାତ ଭାଙ୍ଗି ଯାଇଥିଲା । ନିଜ ୧୫ବର୍ଷିଆ ପୁଅର ଚିକିତ୍ସା ପାଇଁ ସୋନପୁର ମୁଖ୍ୟ ଚିକିତ୍ସାଳୟ କୁ ଆଣିବା ପାଇଁ ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମର ମହିଳା ପଦ୍ମିନୀ ନିଜ ପୁଅକୁ  ସୋନପୁର ମୁଖ୍ୟ ଡାକ୍ତରଖାନା କୁ ଆଣିବାକୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଲୋଡିଥିଲେ କିନ୍ତୁ ଏଥିରେ ସେ ଅସଫଳ ହେବାରୁ ଘରୋଇ ଗାଡି ଭଡା ଦେବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଥିବା ଯୋଗୁଁ ତାଙ୍କର ଏକମାତ୍ର ଜୀବନ ଜିବିକା ର ମାଧ୍ୟମ ଥିବା ରାସନ କାର୍ଡ କୁ ଗାଁ ର ଜଣେ ଶିକ୍ଷକଙ୍କ ପାଖରେ ବନ୍ଧା ପକାଇ ସେ  ପାଞ୍ଚ ହଜାର ଟଙ୍କା ଆଣିଥିଲେ l ହେଲେ ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ପୁଅର ହାତ ର ମେଜର ଅପରେସନ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କୁ ଡ଼୍ୟୁଟିରେ ଉପସ୍ଥିତ ଡାକ୍ତର ବୁର୍ଲା ମେଡିକାଲ୍ ଯିବାପାଇଁ କହିବାରୁ  ସେ ଅନନ୍ୟୋପାୟ ହୋଇ ବିକଳରେ ରୋଦନ କରିବାରୁ କିଛି ଗଣମାଧ୍ୟମର ପ୍ରତିନିଧିଙ୍କ ଠାରୁ ଏ ଖବର ପାଇଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ । ତୁରନ୍ତ ସେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ତ ଖର୍ଚ୍ଚ ପ୍ରଶାସନ ବୁଝିବ ବୋଲି ଛାତ୍ର ର ମାଁ  କୁ ଜିଲ୍ଲାପାଳ ଆଶ୍ଵାସନା ଦେଇଥିଲେ । ଖବରପାଇ ସହରର ଶୋଭା କେୟାର ହସ୍ପିଟାଲ ର   କୋ-ପ୍ରୋପାଇଟର ସୁବାସ ଚନ୍ଦ୍ର ପଣ୍ଡା  ଘଟଣା ସ୍ଥଳରେ ପହଞ୍ଚି ପିଲାଟିର ସମସ୍ତ ଚିକିତ୍ସା ଭାର ତଥା ଅସ୍ତ୍ରୋପଚାର ତାଙ୍କ ହସ୍ପିଟାଲ ରେ ସେ ସଂପୂର୍ଣ୍ଣ ମାଗଣାରେ କରାଇବାକୁ କହିବାରୁ ସମସ୍ତେ ଆଶ୍ବସ୍ଥ ପ୍ରକାଶ କରି ଥିଲେ।  ସେ ସମୟରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ହସ୍ପିଟାଲରେ ଭର୍ତ୍ତିକରି ପିଲାଟିର ଅସ୍ତ୍ରୋପଚାର କରାଇଥିଲେ। ଆଜି ସକାଳେ ଜିଲ୍ଲାପାଳ ଶୋଭାକେୟାର ହସ୍ପିଟାଲ  କୁ ପରିଦର୍ଶନ କରି ସଂପୃକ୍ତ ବାଳକ ର ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ ଓ ରୋଗୀ ର ବାପା ମାଆ ଙ୍କୁ ଶାନ୍ତ୍ବନା  ପ୍ରଦାନ କରିଥିଲେ l ଉପସ୍ଥିତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଗତ କାଲି ର ଏ ଘଟଣା ସମ୍ବନ୍ଧ ରେ ବୁଝି ଶିକ୍ଷା ବିଭାଗ ର ମାବନିକତା ଅଭାବ ଏକ ଲଜ୍ଜାଜନକ ବିଷୟ ବୋଲି ବିରକ୍ତି ପ୍ରକାଶ କରିଥିଲେ l ଓ ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷକ ଜ୍ୟୋତିକାନ୍ତ ଭୋଇ ଙ୍କୁ ନିଲମ୍ବନ ପାଇଁ ସ୍ପର୍ଟ ରୁ ଶିକ୍ଷାଧିକାରୀ ଙ୍କୁ ନିର୍ଦ୍ଦେଶ କରିଥିଲେ ଜିଲ୍ଲାପାଳ l ରେଡକ୍ରସ ରୁ ୫ ହଜାର ଟଙ୍କା ସହାୟତା ପାଈଁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ  ପରେ ପିଲା ର ଏ ଆଶୁ ଚିକିତ୍ସା  ଓ ଶୋଭା କେୟାର ହସ୍ପିଟାଲ ର ବଦାନ୍ୟତା ପାଇଁ ଜିଲ୍ଲାପାଳ ଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like