-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
30-Oct-2025
(ପ୍ରିୟଦର୍ଶିନୀ ପାତ୍ର,)
ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକରେ କୋପିନଧାରୀ ମହିମା ସମାଜ ବାଉଁଶବେଡା ମଣ୍ଡଳୀ ତରପରୁ କୋଟାଗାଁ ଠାରେ ଅପରାହ୍ନ 2 ଘଣ୍ଟା ସମୟରେ ଏକ ଧର୍ମସଭା ଅନୁଷ୍ଠିତ ହେଲା। ଏହି ଧର୍ମସଭାରେ ମୁଖ୍ୟ ଅତିଥି ଭାବେ ଭକ୍ତ ମହିମା ସନ୍ୟାସୀ ଶ୍ରୀମନ୍ତ ଚିନ୍ମୟ ବାବା,ଶ୍ରୀମନ୍ତ ଚନ୍ଦ୍ରମଣି ବାବା,ଶ୍ରୀମନ୍ତ ପୀତବାସ ବାବା ଜଗଦାନ କରିଥିଲେ। ଉକ୍ତ ସଭାକୁ ବାଉଁଶବେଡ଼ା ପରିଚାଳନ କମିଟିର ସଭାପତି ଅର୍ଜୁନ ଭକ୍ତ ପରିଚାଳନା କରିଥିବା ବେଳେ ସଭାପତିତ୍ୱ କରିଥିଲେ ପୀତମ ଭକ୍ତ ଏବଂ ଆବାହକ ଭାଗିରତି ଭକ୍ତ। ଆନ୍ୟ ପ୍ରମ୍ମୁକ ବ୍ୟକ୍ତି ମାନଙ୍କ ମଧ୍ୟରେ କେସିୟର ଶିବ ଭକ୍ତ,ଆଞ୍ଚଲିକ ବଡ଼ ଭାଇ ଅଦିକାରୀ ଟହଲିୟା ସମେତ ଶତାଧିକ ଭକ୍ତ ମହିମା ଧର୍ମର ପ୍ରମ୍ମୁକ ମାତା ପିତା ଜଗଦାନ କରିଥିଲେ।