-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ନୁଆପଡାରେ ବିଜେଡି ର ବିଶାଳ ମହିଳା ସମ୍ମିଳନୀ

30-Oct-2025



ନୁଆଁପଡ଼ା/ ନୁଆପଡାରେ ଆୟୋଜିତ ବୃହତ୍ ମହିଳା ସମ୍ମିଳନୀରେ ୨,୦୦୦ରୁ ଅଧିକ ମହିଳା ଯୋଗଦେଇ ବିଜୁ ଜନତା ଦଳ ପ୍ରତି ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ଦଶପଲ୍ଲୀ ବିଧାୟକ ରମେଶ ଚନ୍ଦ୍ର ବେହେରା, ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂଘାର, ଇପ୍ସିତା ସାହୁ ଓ ଚିନ୍ମୟ ସାହୁ ଉପସ୍ଥିତ ଥିଲେ। ତେଜରାଜ ସାବର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ମିଳନୀକୁ ସମ୍ବୋଧନ କରି ସାଂସଦ ନିରଞ୍ଜନ ବିଶି କହିଥିଲେ “କେନ୍ଦ୍ର ସରକାର ଦ୍ୱାରା ପ୍ରତିଶ୍ରୁତି ହେଲା ଆଶ୍ୱାସନ, କିନ୍ତୁ ଲୋକଙ୍କ ହାତକୁ ଆସିଛି  ଅଶାନ୍ତି,ନାରାଜି ଓ କଷ୍ଟ। ଗରିବ, ମହିଳା, ଯୁବ, ଚାଷୀ, ଏସ୍‌ଟି-ଏସ୍‌ସିଙ୍କ ପାଇଁ ଯାହା ଯୋଜନା ଥିଲା, ସେଗୁଡ଼ିକୁ ଦୁର୍ବଳ କରାଯାଉଛି।”
ସେ କହିଲେ ଯେ, ପୁରୁଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ଦିଆଯାଉଥିବା ₹୧,୩0,000 କୁ କମକରି ₹୧,୨0,000 କରାଯାଇଛି, ଯାହା ଗରିବ ପରିବାର ପାଇଁ ଅସୁବିଧା ସୃଷ୍ଟି କରୁଛି।
ଏହାସହିତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ  ଯୋଜନାରେ ମହିଳାଙ୍କୁ ₹୧0 ଲକ୍ଷ ଓ ପୁରୁଷଙ୍କୁ ₹୫ ଲକ୍ଷ ସ୍ୱାସ୍ଥ୍ୟ ସୁବିଧା ଦିଆଯାଉଥିଲା କିନ୍ତୁ ସେହି ସୁବିଧା  ବିଜେପି ବନ୍ଦ କରିଦେଇଛି  ଯାହାର ପ୍ରଭାବ ଗରିବ ଲୋକଙ୍କ ଉପରେ ପଡ଼ୁଛି।
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ବିଜେପି ଦ୍ୱାରା ଦିଆଯାଇଥିବା ବହୁ ପ୍ରତିଶ୍ରୁତି ପୂରଣ ହୋଇନାହିଁ, ଯେପରି ପ୍ରତି ଘରକୁ ୩00 ଇଉନିଟ୍ ମାଗଣା ବିଦ୍ୟୁତ, ମାସକୁ ବାର୍ଦ୍ଧକ୍ୟ ଭତ୍ତା
₹୩,୫00ଟଙ୍କା,
ପେଟ୍ରୋଲ ଓ ଡିଜେଲ ₹୫0 ବଦଳ ରେ ୧00 ହେଲା, ଗ୍ୟାସ ସିଲିଣ୍ଡର ₹250 ବଦଳ ରେ ହଜାରେ ହୋଇଛି, ପ୍ରତି ଖାତାକୁ ₹୧୫ ଲକ୍ଷ  ଆସିଲା ନାହିଁ,କଳା ଟଙ୍କା  ଆସିଲା ନାହିଁ କି ପ୍ରତି ବର୍ଷ ୨ କୋଟି ନିଯୁକ୍ତି ୧ ୧ ବର୍ଷ ରେ ଦିଆଗଲା ନାହିଁ.
ସୁଦାମ ମାରାଣ୍ଡି କହିଲେ “ମହିଳା, ଯୁବ, ଚାଷୀ, ଆଦିବାସୀ, ଅନୁସୂଚିତ ଜାତି ଙ୍କ ପ୍ରତି ବିଶ୍ୱାସଘାତକ କରାଯାଇଛି।”ବିଧାୟକ ରମେଶ ବେହେରା କହିଲେ:
 “ନୁଆପଡା ଏବେ ସ୍ପଷ୍ଟ ଲୋକତାନ୍ତ୍ରିକ ବାର୍ତ୍ତା ଦେବ।”
ସମ୍ମିଳନୀରେ ଯୋଗ ଦେଇଥିବା ୨,୦୦୦ ରୁ ଉର୍ଦ୍ଧ ମହିଳା ସମ୍ମିଳନୀ ବିଜେଡି ର ବିଜୟ କୁ ସ୍ପଷ୍ଟ ପ୍ରମାଣ କରିଛି ବୋଲି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like