-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ନୂଆପଡ଼ା ଉପନିର୍ବାଚନ-୨୦୨୫ ■ ସ୍ନେହାଙ୍ଗିନୀ ଛୁରିଆଙ୍କ ଜୋରଦାର ପ୍ରଚାର:  “ଲୋକଙ୍କ ହୃଦୟରେ ମୁଁ ଅଛି”

20-Oct-2025



ନୂଆପଡ଼ା (ପରମେଶ୍ଵର ମେହେର): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ତାପମାତ୍ରା ଉର୍ଦ୍ଧ୍ବଗାମୀ ହୋଇଛି । ତିନୋଟି ପ୍ରମୁଖ ଦଳ— ବିଜେଡି, ବିଜେପି ଓ କଂଗ୍ରେସ— ପ୍ରଚାର ଯୁଦ୍ଧରେ ନିମଗ୍ନ । ଏହି ମଧ୍ୟରେ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ଟାନୱାଟ ଗାଁରେ ପୂଜାର୍ଚ୍ଚନା କରି ନିଜ ପ୍ରଚାର ଅଭିଯାନ ଆରମ୍ଭ କଲେ । ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କଣାଭଇରା ମା’ଙ୍କ ମନ୍ଦିରରେ ପୂଜା କରି ସ୍ଥାନୀୟ ବିଜେଡି କର୍ମୀ ଓ ଗାଁ ମୁଖିଆମାନଙ୍କ ସହ ଲୋକ ସଂପର୍କ ଆରମ୍ଭ କଲେ । ସ୍ନେହାଙ୍ଗିନୀ ଏକ ସାକ୍ଷାତକାରରେ କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ବିକାଶ ମାଡ଼ି ଆମର ମୁଖ୍ୟ ଆସ୍ତ୍ର । ନୂଆପଡା ଲୋକଙ୍କ ହୃଦୟରେ ମୁଁ ଅଛି ଓ ସେମାନେ ମୋତେ ନିଜ ଝିଅ ଭାବରେ ଦେଖୁଛନ୍ତି । ସେ ବିଜେପି ସରକାର ଉପରେ ଆକ୍ରମଣ କରି କହିଛନ୍ତି, “ଦେଢ଼ ବର୍ଷରେ ଚାକିରି ବିକ୍ରି, ଦରଦାମ ବୃଦ୍ଧି, ମହିଳା ଅସୁରକ୍ଷା — ସବୁଠି ବିଜେପି ଅସଫଳ ହୋଇଛି ।” ବିପକ୍ଷ ଆରୋପ ଉପରେ ସେ ଉତ୍ତର ଦେଇ କହିଛନ୍ତି, “ମୁଁ ପଦ୍ମପୁର ଅଞ୍ଚଳର ଝିଅ ହେଲେ ମଧ୍ୟ ନୂଆପଡା ମୋର ଘର । ମୋ ମାମୁଁ ଘର ଏଠାରେ ଅଛି, ଏବଂ ମୁଁ ଏଠାରେ ଦଳୀୟ ଅବ୍ଜରଭର ଥିଲି । ଜିଲ୍ଲା ବିକାଶ ସମ୍ପର୍କରେ ସେ କହିଛନ୍ତି, “ରାସନ, ଭତ୍ତା, ବିଜୁଳି ଓ ଆଦିବାସୀ ଯୋଜନା ପ୍ରତି ଘରକୁ ପହଞ୍ଚିବ ଏହା ମୋର ପ୍ରଥମ ଲକ୍ଷ୍ୟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ସମ୍ପର୍କରେ ସେ କହିଛନ୍ତି, “କିଏ ଆସିଲା କିଏ ଗଲା ଫରକ ପଡେ ନାହିଁ । ରାଜେନ୍ଦ୍ର ଢୋଲକିଆ ବିଜେଡିର ନେତା ଥିଲେ, ତାଙ୍କ ଫଟୋକୁ ବିଜେପି ପୋଷ୍ଟରରେ ଲଗାଇବା ମାନେ ତାଙ୍କ ପ୍ରତି ଅସମ୍ମାନ । ସ୍ନେହାଙ୍ଗିନୀ ଆଶା ବ୍ୟକ୍ତ କରିଛନ୍ତି “ଭଗବାନ ଓ ଲୋକଙ୍କ ଆଶୀର୍ବାଦରେ ନୂଆପଡାର ସେବା ପାଇଁ ମୁଁ ବିଜୟୀ ହେବି । ଏହି ନିର୍ବାଚନୀ ପ୍ରଚାରରେ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ(ବବି), ସଞ୍ଜୟଦାସ ବର୍ମା, ଅରୁଣ ସାହୁ, ରୋମଚନ ରଞ୍ଜନ ବଳିୟାରସିଂ, ପ୍ରଦୀପ ମାଝୀ, ପ୍ରତାପ ଜେନା, ବର୍ଷା ସିଂ ବରିହା, ପ୍ରୀତି ରଞ୍ଜନ ଘଡେଇ, ଟୁକୁନି ସାହୁ, ମନୋରମା ମହାନ୍ତି ତଥା ବିଗତ ସରକାର ବିଜେଡିର ପୂର୍ବତନ ମନ୍ତ୍ରୀ ମାନେ ତଥା ବିଜେଡିର ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like