-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
20-Oct-2025
ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁବାଟିକା ବିଭାଗ ପକ୍ଷରୁ ଶିଶୁ ବାଟିକା ମାତୃ କର୍ମଶାଳାଅନୁଷ୍ଠିତ ହୋଇଛି । ଏଥିରେ ଅରୁଣ, ଉଦୟ, ଓ ପ୍ରଭାତ ଶ୍ରେଣୀର ମାଆ ମାନେ ଉପସ୍ଥିତ ଥିଲେ । ଶାରିରୀକ କଲାଂଶରେ, ସଙ୍ଗୀତ ଚୌକି ଓ ଜିଲେପି ଦୌଡ କରାଯାଇଥିଲା, ବୌଦ୍ଧିକ, ମାନସିକ, ପ୍ରାଣୀ କାଲାଂଶ ନେଇଥିଲେ ଯୋଶନ୍ନା ଗୁରୁମା, ଗୁରୁବାରି ଗୁରମା, ମମତା ଗୁରୁମା, ରାକ୍ଷୀ ଗୁରୁମା, କୁଞ୍ଜ ଗୁରୁଜୀ, ଅନିରୁଦ୍ଧ ଗୁରୁଜୀ, ଜଦୁଗୁରୁଜି ପ୍ରମୁଖ। ପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ପଣ୍ଡା ମହୁଦୟ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମ ଶୁଭାରମ୍ଭ କରି ଥିଲେ, ରାମେଶ୍ବର ଗୁରୁଜୀ ଧନ୍ୟବାଦ୍ ପ୍ରଦାନ କରିଥିଲେ । ପ୍ରଥମ ଶ୍ରେଣୀ ର ସମସ୍ତ ଗୁରୁଜୀ ସହଯୋଗ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀଯୁକ୍ତ ନାରାୟଣ ବାରିକ ଗୁରୁଜୀ ସମସ୍ତ ବ୍ୟବସ୍ଥା କରି କାର୍ଯକ୍ରମ ସଫଳ କରିଥିଲେ ଓ ପରିଚୟ ପ୍ରଦାନ କରିଥିଲେ।