-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ନକଲି ଦେୱାର ହଟାଅ ସାଂଗଠନିକ ବୈଠକ

20-Oct-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଅଲ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ ( AOSCO) ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାଇ ଗେଷ୍ଟ ହାଉସ ଠାରେ ଅବସରପ୍ରାପ୍ତ ମୂଖ୍ୟ ଯନ୍ତ୍ରୀ ତଥା ସଂଗଠନ ର ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ହଟାଇବା ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପ୍ରାରମ୍ଭରେ ସୁବର୍ଣ୍ଣପୁର ଜିଲ୍ଳାର ଯୁବ ଆଇନଜୀବୀ ତଥା ସଂଗଠନର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଭରାସାଗର  ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେଇଥିବା ବେଳେ ଲକ୍ଷେ ଘର ଗଣ୍ଡା ସମାଜ ଜିଲ୍ଲା ସଭାପତି ତଥା ବରିଷ୍ଠ ସମାଜସେବୀ   ମାଧବ କୁମ୍ଭାର ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା କାର୍ଯ୍ଯ ପରିଚାଳନା କରିଥିଲେ । ପୂର୍ବତନ ବିଧାୟକ ତଥା  AOSCO ର ମୂଖ୍ୟ  ସଂଗଠକ ତାପସ କୁମାର ଦାସ ମୂଖ୍ୟ ଅତିଥି ଭାବେ  ଯୋଗଦେଇ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ଅନୁସୂଚିତ ଜାତି  ତାଲିକାରୁ ହଟାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ  । ବୌଦ୍ଧ ଜିଲ୍ଲାର  ବରିଷ୍ଠ ସମାଜସେବୀ ତଥା ସଙ୍ଗଠନର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ମୁଖ୍ୟବକ୍ତା  ଭାବେ ଯୋଗଦେଇ ଓଡ଼ିଶା ର ନକଲି ଦେୱାର ମାନଙ୍କ ଅନୁସୂଚିତ ଜାତି ତାଲିକା ରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବେ ସାମିଲ ସହିତ ଅନୁପ୍ରବେଶ କରି ହଡ଼ପ କରୁଥିବା ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ବରଗଡ଼ ଜିଲ୍ଲାର ବରିଷ୍ଠ ଆଇନଜୀବୀ  ମିଖାଇଲ ସୁନା  ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ତଥା  ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ପ୍ରଦୀପ ମଲ୍ଲିକ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥା ସହିତ ରାଜରାସ୍ତାରେ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷଣ ର ସୁରକ୍ଷା ଉପରେ ଲଢ଼େଇ ଜାରି ରଖିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ବଲାଙ୍ଗୀର  ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ସଂଗଠନର ଉପ ସଭାପତି ଅର୍ଜ୍ଜୁନ ମୁଗ୍ରୀ , ବୌଦ୍ଧ ଜିଲ୍ଲାର ବରିଷ୍ଠ ସମାଜସେବୀ ନଟବର ପ୍ରଧାନ , ବରଗଡ଼ ଜିଲ୍ଲାର ବରିଷ୍ଠ ସମାଜସେବୀ ଜୀବର୍ଦ୍ଧନ ହାତୀ , ବୌଦ୍ଧ ଜିଲ୍ଲାର ଯୁବ ଆଇନଜୀବୀ ଜୟରାମ ହରିପାଲ  , ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ସଂଗଠନର ଯୁଗ୍ମ ସମ୍ପାଦକ ମୋହନ ମହାନନ୍ଦ , ସୁବର୍ଣ୍ଣପୁର  ଜିଲ୍ଲାର ଯୁବ ଆଇନଜୀବୀ  କୁଶୁଲେଶ୍ୱର ସୁନା , ବଲାଙ୍ଗିର  ଜିଲ୍ଲାର ବରିଷ୍ଠ ସମାଜସେବୀ ବାଳି ଚରଣ ବାରିକ  ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଗଠନ କୁ ସୁଦୃଡ଼ କରିବା ସହିତ କେ ଡି କେ ମାନଙ୍କୁ ଅନୁସୂଚିତ ଜାତି (ଏସ ସି ) ତାଲିକାରୁ ସଂପୂର୍ଣ୍ଣ ହଟାଇବା ପାଇଁ ଜୋରଦାର ଲଢେ଼ଇ କରିବାକୁ ମତବ୍ୟକ୍ତ କରିଥିଲେ  ।  ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସମ୍ୱଲପୁର ଜିଳ୍ଲାର ବରିଷ୍ଠ ସମାଜସେବୀ ସତ୍ୟ ନାରାୟଣ ସେନାପତି , ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସମାଜସେବୀ ତାରାକାନ୍ତ ଜାଲ  , ବରଗଡ଼ ଜିଲ୍ଲାର ଯୁବ ଆଇନଜୀବୀ ବିମଳ ସିକା , ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ବୈକୁଣ୍ଠନାଥ ବାରିକ  ଯୋଗଦେଇ  ବାବାସାହେବ ଙ୍କ  ସାମ୍ବିଧାନିକ ଅଧିକାର ଏବଂ  ଅନୁସୂଚିତ ଜାତି (ଏସ ସି) ତାଲିକା ରେ କେ ଡି କେ ମାନଙ୍କ ଅନାଧିକାର ପ୍ରବେଶ ଉପରେ ଆଲୋକପାତ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲାର ବରିଷ୍ଠ ସମାଜସେବୀ ତ୍ରିନାଥ କାଳସା , ନରୁତ୍ତନ କୁମ୍ଭାର , ଅମର ନାଗ , ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ବୈଷ୍ଣବ ଚରଣ ତରାଇ , ଆଲୋକ ମଲ୍ଲିକ, ନାରାୟଣ ହରିପାଲ , ଅନିରୁଦ୍ଧ ଦୀପ , ଦିଲେଶ୍ୱର ହାତୀ , ଦୀନବନ୍ଧୁ ହରିପାଲ , ନାରୀନେତ୍ରୀ ରେଣୁକା ଦୀପ , ଅଶୋକ ନାଏକ , ଜେହେରୁ ବାଗ , ଠାକୁର ସୁନା , କଳାକାହ୍ନୁ ମହାନନ୍ଦ , ଆଶିଷ ବେହେରା , ଭରଦ୍ୱାଜ କୁମ୍ଭାର , ଭୀଷ୍ମ ଛତ୍ରିଆ , ଭୁବନେଶ୍ଵର ନାଗ , ରଥି କୁମ୍ଭାର , କୁଶ ସୁନା , ଦାଶରଥି ବାଗ , ବଲାଙ୍ଗିର ଜିଲ୍ଲାର ନାରୀନେତ୍ରୀ ପ୍ରତିମା ମହାନନ୍ଦ, ମନୋଜ ବାଘ , ଝସକେତନ ମହାନନ୍ଦ , ପ୍ରକାଶ କୁମ୍ଭାର , ଖଗେଶ୍ବର ଦୀପ , ସିଦ୍ଧାନ୍ତ ତାଣ୍ଡି , କୈଳାସ ପ୍ରଧାନ , ବୌଦ୍ଧ ଜିଲ୍ଲାର ଶିଶିର ନାଏକ ପ୍ରମୁଖ ଶତାଧିକ ସମାଜସେବୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ସମାଜସେବୀ ରମେଶ ମହାନନ୍ଦିଆ ଧନ୍ୟବାଦ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like