-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   (29-Apr-2026)       ||      ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   (29-Apr-2026)       ||      ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    (29-Apr-2026)       ||      ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ    (29-Apr-2026)       ||      ଗୋସେବା ଶିବିର   (29-Apr-2026)       ||      ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ    (29-Apr-2026)       ||      କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସଧାରଣ ବୈଠକ ଓ ନିର୍ବାଚନ ସଫଳଭାବେ ଅନୁଷ୍ଠିତ

17-May-2025



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଗ୍ୟାଲେରୀ ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ବୈଠକ ଓ ନିର୍ବାଚନ ବୈଠକ ସଫଳଭାବେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଓ ପୋଲିସ ଅଧିକ୍ଷକ ନାରାୟଣ ନାୟକଙ୍କ ପ୍ରତିନିଧି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଆର କେ ମହାରଣା ଉପସ୍ଥିତ ରହିଥିଲେ। ବୈଠକର ନିର୍ବାଚନ ପ୍ରକ୍ରିୟା ଓ ପରିଚାଳନା ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ଓ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ କରିଥିଲେ।ନିର୍ବାଚନ ଫଳାଫଳ ଅନୁଯାୟୀ, ଜିଲ୍ଲା କ୍ରୀଡ଼ା ସଂଘର ନୂତନ କାର୍ଯ୍ୟନିର୍ବାହୀ ସମିତିରେ ଚିତ୍ତରଞ୍ଜନ ତରାସିଆ ଉପ ସଭାପତି, ପିୟୁଷ କୁମାର ପଣ୍ଡା ସଧାରଣ ସମ୍ପାଦକ, ନନ୍ଦ କିଶୋର ତ୍ରୀପାଠୀ ସହ ସମ୍ପାଦକ, ରାଜୀବ କୁମାର ସାହୁ ଫୁଟବଲ୍ ସମ୍ପାଦକ, ପୁରୁଷୋତ୍ତମ ପାଣିଗ୍ରାହୀ ଭଲିବଲ୍ ସମ୍ପାଦକ ଓ ସୁଭାଷ ବିଶ୍ୱାଳ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି।
 କାର୍ଯ୍ୟକାରିଣୀ ସଦସ୍ୟ ଭାବେ କଇରୁ ସ୍ୱାଇଁ, ଗୌରୀ ଶ୍ୟାମ ପଣ୍ଡା, ଦିଲ୍ଲୀପ ଗୁରୁ, ଭୂକୁଲୁ ବକ୍ସି, ଗୋପାଳ ବରାଇ, ଗତିକୃଷ୍ଣ ମିଶ୍ର, ଜିତେନ୍ଦ୍ର କୁମାର ସାହୁ, ଆଦିତ୍ୟ ପ୍ରସାଦ ଦାନୀ, ବି. ସତ୍ୟ ନାରାୟଣ ରାଓ, ସୁଦର୍ଶନ ପଣ୍ଡା, ବଳରାମ ପଟ୍ଟନାୟକ, ଦିଗାମ୍ବର ଶତପଥି, କମଳାକାନ୍ତ ସାହୁ, କଲିମ ମହମ୍ମଦ ଓ ଭକ୍ତି ରଞ୍ଜନ ଦଳାଇଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।ଏହି ବୈଠକରେ ଏକ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ ଓ କ୍ରୀଡ଼ା ସଂଘର ସମ୍ପୂର୍ଣ୍ଣ ବିକାଶ ପାଇଁ ନୂତନ କାର୍ଯ୍ୟନିର୍ବାହୀ ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହାର ଉତ୍ତରରେ ଅତିରିକ୍ତ ଜିଲ୍ଲାପାଳ ତଥା ଉପସ୍ଥିତ ଅଧିକାରୀ ଏହି ଉଦ୍ୟମକୁ ସମର୍ଥନ କରି ଭବିଷ୍ୟତରେ ପ୍ରଶାସନ ଦ୍ୱାରା ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୁତି ଦେଇଥିଲେ। ସେ ଏହି ବୈଠକରେ ଜିଲ୍ଲା କ୍ରୀଡ଼ା ସଂଘର ପୂର୍ବତନ କାର୍ଯ୍ୟକାଳରେ ନିଆଯାଇଥିବା ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ।ବୈଠକର ସମାପନି ଅଧିବେଶନ ଉପସଭାପତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶେଷରେ ସହ ସମ୍ପାଦକ ନନ୍ଦ କିଶୋର ତ୍ରୀପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକର ଶେଷ ଘୋଷଣା କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   29-Apr-2026
  ରାଜ୍ୟ  
ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   29-Apr-2026
  ଜିଲ୍ଲା  
ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    29-Apr-2026
  ରାଜ୍ୟ  
ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ   29-Apr-2026
  ଜିଲ୍ଲା  
ଗୋସେବା ଶିବିର   29-Apr-2026
  ଜିଲ୍ଲା  
ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ   29-Apr-2026
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026

You Might Also Like