-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା

29-Apr-2025



ସିନାପାଲି (ଚିନ୍ତାମଣି  ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଂଚାୟତ, ଖରସେଲ ଗ୍ରାମ ନିବାସୀ ଶ୍ରୀଯୁକ୍ତ ବିକ୍ରମ ମାଝୀ ଓ ତାଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ଉମାକାନ୍ତି ମାଝୀଙ୍କ କନ୍ୟା ଦିଵ୍ୟାଂଶି ( ପ୍ରାଚୀ )ର ତୃତୀୟ ଜନ୍ମଦିବସ ପାଳନ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ତାଙ୍କ ଗୃହ ପରିସରରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ବେଦମାତା ଗାୟତ୍ରୀ ଦେବୀଙ୍କ ଅପାରକୃପା ଓ ଗୁରୁଦେବ ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଆଶୀର୍ବାଦ ଓ ସୁକ୍ଷ୍ମ ଦିଗଦର୍ଶନରେ ହାତିବନ୍ଧା ଗାୟତ୍ରୀ ପ୍ରଜ୍ଞା ପୀଠର ଟୋଲୀନାୟକ ଶ୍ରୀଯୁକ୍ତ ସଦାନନ୍ଦ ନାମ ଦେବଙ୍କ ତତ୍ୱବଧାନରେ ରବିବାର ଦିନ ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳାଙ୍କ ଉପସ୍ଥିତରେ କଳସ ଯାତ୍ରା ଓ ଦୀପ ଯଜ୍ଞ ସୋମବାର ଦିନ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ସତସଙ୍ଗ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  l ଶ୍ରୀ ମୀନକେତନ ଧିବର ମୁଖ୍ୟ ଗାୟକ ଭୂମିକା ତୁଲାଇଥିବା ବେଳେ ବାଦ୍ୟ ଯନ୍ତ୍ରରେ ଶ୍ରୀ ମଣିଲାଲ ସାହୁ, ସୁ ପ୍ରସନ୍ନ ପଟେଲ,ନବକିଶୋର ସାହୁ ଓ ଶୁଭମ କାଣ୍ଡ ସହଯୋଗ କରିଥିଲେ  l ଯଜ୍ଞ କର୍ମ ପରିଚାଳନାରେ ଗାୟତ୍ରୀ ପରିଜନ ଶ୍ରୀ କ୍ଷମାଧର ନିଆଲ, ସୀତାରାମ ସା,ଗିରିଧାରୀ ତାଣ୍ଡି,ମହାଦେବ ଶଗଡିଆ ସହଯୋଗ କରିଥିଲେ l ଭାରତୀୟ ସଂସ୍କୃତି ପ୍ରେମୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଫରସ ରାମ ସା,ଶଶୀଭୁଷଣ ମାଝୀ,ଶ୍ରୀ ସତ୍ୟବ୍ରତ ଗହୀର,କେଶବ ପାଣ୍ଡେ,ଦିଗାମ୍ବର ବାଗ,ଲଚ୍ଛମନ ବଞ୍ଜରା,ଟଙ୍କଧର ବନ୍ଦୀଛୋର,ମହେନ୍ଦ୍ର ସୁନାନୀ,ରାଜ କିଶୋର ହଂସ,ପ୍ରଶାନନ୍ଦ କୁମ୍ଭାର,ରୁଦ୍ରମାଧବ ସା ତଥା ବନ୍ଧୁ ବାନ୍ଧବ ଯଜ୍ଞ କର୍ମରେ ଉପସ୍ଥିତ ରହି ମା ଗାୟତ୍ରୀଙ୍କ ସମ୍ମୁଖରେ ଭକ୍ତି ନୈବେଦ୍ୟ ଅର୍ପଣ କରିବାସହ କୁନି ଝିଅ  (ପ୍ରାଚୀ )ର  ମଙ୍ଗଳ କାମନା କରିଥିଲେ  l ଆଧୁନିକ ସଭ୍ୟତାରେ ମଜି ନ ଯାଇ ଶ୍ରୀ ବିକ୍ରମ ମାଝୀଙ୍କ ପରିବାର ଆଧ୍ୟାତ୍ମ ଚିନ୍ତନ ସହ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ନିଜ ଝିଅର ଜନ୍ମଦିବସ ପାଳନ କରିଥିବାରୁ ଏ ଅଞ୍ଚଳବାସୀ ତାଙ୍କ ପରିବାରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି  l ଶ୍ରୀ ବିକ୍ରମ ମାଝୀ ଓ ତାଙ୍କ ଧର୍ମ ପତ୍ନୀ  ଯଜ୍ଞ କର୍ମରେ ମୁଖ୍ୟ କର୍ତ୍ତା ଥିଲାବେଳେ ପୂର୍ଣ୍ଣ ଚନ୍ଦ୍ର ମାଝୀ,ତୁଳସୀ ସାହୁ,ଜଗମୋହନ ନାଗ ଓ ପିତାମ୍ବର ସାହୁ ସ ପତ୍ନୀକ ଅନ୍ୟ ଚାରିକୁଣ୍ଡର ମୁଖ୍ୟ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ  l ପାଞ୍ଚ ଶହରୁ ଉର୍ଦ୍ଧ ବନ୍ଧୁ ବାନ୍ଧବ, ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତ ଥିଲେ  ଏବଂ ଆତ୍ମୀୟ ସ୍ୱଜନ ମାନେ ସହଯୋଗ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like