-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
19-Jan-2021
ବଲାଙ୍ଗିର, (ପ୍ରେରଣା ଖବର) :ଆଜି ସଦର ବ୍ଳକ କୁଡାସିଂହା ଗ୍ରାମର ଯୁବ ସଂଗଠକ ଚିତ୍ତରଂଜନ ପଧାନଙ୍କ ଅକାଳ ବିୟୋଗ ହୋଇଛି। ନିସ୍ଵାର୍ଥପର ସମାଜ ସେବା କରି ଅଞ୍ଚଳରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ବର୍ତମାନ ସେ ମାହେଶ୍ଵରୀ ସଂଗଠନ କୁଡାସିଂହା ଶାଖାର ସଭାପତି ତଥା କୁଡାସିଂହା ଦୁର୍ଗାପୂଜା କମିଟୀର କୋଶାଧକ୍ଷ ଭାବେ ଦାୟିତ୍ଵ ତୁଲାଉଥିଲେ।ଅନ୍ତିମ ଶବାଧାରରେ ଦୂର୍ଗାପୂଜା କମିଟୀ ସମସ୍ତ ସଦସ୍ୟ,ମାହେଶ୍ଵରୀ ସଂଗଠନ ବଲାଙ୍ଗୀର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆଙ୍କ ସହ ଅନେକ ସଦସ୍ୟ,ବନ୍ଧୁ ପରିଜନ ଏବଂ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଶୋକବ୍ୟକ୍ତ କରିଛନ୍ତି।