-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||      +୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   (02-May-2026)       ||      ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   (02-May-2026)       ||      ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   (02-May-2026)       ||      ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ    (02-May-2026)       ||      ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା    (02-May-2026)       ||      ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   (02-May-2026)       ||      ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||     

HOME   ଜିଲ୍ଲା

ମାଝୀପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

28-Mar-2025



ସିନାପାଲି (ଚିନ୍ତାମଣି  ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଝୀପଡ଼ାରେ ୨୦୨୪/୨୫ର ଶିକ୍ଷାବର୍ଷ ପାଇଁ ବାର୍ଷିକ ଉତ୍ସବ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ମଙ୍ଗଳ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ  ରାଣିମୁଣ୍ଡା ଗ୍ରାମ ପଂଚାୟତ ସରପଞ୍ଚ ଦେବବ୍ରତ ସୂପକାର,  ମୁଖ୍ୟବକ୍ତା ଭାବରେ  ଗୋବିନ୍ଦପୁର କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ଅତୁଲ କୁମାର ସୂପକାର, ବିଶିଷ୍ଟ ଅତିଥିଭାବରେ ସନ୍ତୋଷ କୁମାର ବନ୍ଦିଛୋର୍  ସମ୍ମାନିତ ଅତିଥିଭାବରେ  ସମାଜସେବୀ ଦୁର୍ବଳ ମାଝୀ,ପ୍ରଧାନ ଆଚାର୍ଯ୍ୟରାଣିମୁଣ୍ଡା  ଶ୍ରୀଯୁକ୍ତପ୍ରେମଲାଲ ମାଝୀ,
 ପୂର୍ବତନ ଶିକ୍ଷକ ଜୈମନ ମାଝୀ,ସ୍କୁଲ ପରିଚାଳନା ସଭାପତି ଗଣେଶ ରାମ ମାଝୀ,ସମାଜସେବୀ ମନୋହର ମାଝୀ,
ୱାର୍ଡ଼ ମେମ୍ବର ଡାଳିମ୍ବ ମାଝୀ ଯୋଗ ଦେଇ ସାମଗ୍ରୀକ ବିକାଶରେ ଦେଶର ଉନ୍ନତୀ ହୋଇ ପାରିବ ବୋଲି ମତ ଦେଇଥିଲେ  l ପ୍ରାରମ୍ୱରେ ଛାତ୍ରୀ ମାନେ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଓ   ଓପ ଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ l
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଙ୍ଗଳ ସିଂ ମାଝୀ ବାର୍ଷିକ ବିବରଣୀ ପଠନ କରିଥବା ବେଳେ ସହ ଶିକ୍ଷକ ଲଳିତ ଭୋଇ ମଞ୍ଚ ପରିଚାଳନା କରିଥିଲେ lଓ ଚଳିତ ବର୍ଷ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ମାଝୀପଡ଼ା ଉନ୍ନତୀ ଉଚ୍ଚ ବିଦ୍ୟାଳୟର ଗର୍ବ ଓ ଗୌରବ ଆଣିଥିବା ଛାତ୍ର, ଛାତ୍ରୀ ପୂର୍ଣ୍ଣମୀ ମାଝୀ, କୁରୁପତି ମାଲି, ନରେନ୍ଦ୍ର ମାଝୀ ଙ୍କୁ ସମ୍ମାନିତ କରି ମାନପତ୍ର ପ୍ରଦାନ କରାଗଲା lଛାତ୍ର, ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ l ପରେ ପୁରସ୍କାର ବିତରଣ ଉତ୍ସବରେ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ସହ ଶିକ୍ଷକ ଲଳିତ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ l ସହ ଶିକ୍ଷକ କିଶୋର ହରପାଲ, ମନିଶ କୁମାର ମୈତ୍ର ଓ ସ୍କୁଲ ପରିଚାଳନା କମିଟିର ପ୍ରମୁଖ ସଦସ୍ୟ ଓ ଛାତ୍ର ଛାତ୍ରୀ କୈଳାସ ମାଝୀ, ମଞ୍ଜୁଳା ମାଝୀ, ରବିନ୍ଦ୍ର ମାଝୀ ଓ ଅନୁରାଧା ମାଝୀ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ   02-May-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   02-May-2026
  ଜିଲ୍ଲା  
ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   02-May-2026
  ରାଜ୍ୟ  
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   02-May-2026
  ଜିଲ୍ଲା  
+୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   02-May-2026
  ଜିଲ୍ଲା  
ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   02-May-2026
  ଜିଲ୍ଲା  
ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   02-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ   02-May-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   02-May-2026
  ଜିଲ୍ଲା  
ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   02-May-2026
  ରାଜ୍ୟ  
ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   02-May-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   02-May-2026

You Might Also Like