-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
26-Mar-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ଏସଏସଜି ଏବଂ ପଞ୍ଚାୟତ ରାଜ ସଭାଗିତାକୁ ନେଇ ବ୍ଲକ ସମ୍ମିଳନୀ କକ୍ଷ ରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଲିମ ଦେଇଥିଲେ ପିଇଅ ଏଡ଼ି ପ୍ରସାଦ ବିପିଏମ କିସର ନାୟକ, ଡବ୍ଲୁଇଓ ଆଦିତ୍ୟ ନାରାୟଣ ରଥ। ଏହି ତାଲିମ କାର୍ଯ୍ୟକ୍ରମ ରେ ତାଲିମ ନେଇଥିଲେ ଏଡ଼ିଇଓ,ପେଇଓ,ଏମବିକେ ଆଉ ଏସଏସଜି ମା ମାନେ। ଜିଆରଏସ ମାନେ ମଧ୍ୟ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ପରଚଳନା କରିଥିଲେ ବ୍ଲକର ପେସା ସଞ୍ଜଜକ ଶୁଭଶ୍ରୀ ମାହାଙ୍କୁଡ।