-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ମହଖଣ୍ଡ ଗାଁ ରାସ୍ତା କଡରେ ପଥର ବ୍ଳାଷ୍ଟିଙ୍ଗ",,,,, ବେଆଇନ ଚାଳିଛି ସୋନାଳିକା କର୍ସର : ପଥର ବ୍ଳାଷ୍ଟିଙ୍ଗ ଖଣି ଧ୍ୱନୀ କମ୍ପୁଛି ଅଞ୍ଚଳ।,,,,, ମାତିଛନ୍ତି ପଥର ମାଫିଆ ନୀରବଦ୍ରଷ୍ଟା ଖଣି ବିଭାଗ ଓ ତହସିଲ କର୍ତ୍ତୃପକ୍ଷ !,,,,,

25-Mar-2025



ତୁରେକେଲା: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗାଁ ରୁ ଅଳ୍ପ ଦୂରରେ ଜନ ସମାଗମ ରାସ୍ତା କଡ ରେ ପଥର ମାଫିଆ ତାର ଆତଙ୍କ ଖେଳାଇ ସରକାରୀ ନିୟମ ଉଲଙ୍ଘନ କରି ମନଇଚ୍ଛା ପଥର ବ୍ଳାଷ୍ଟିଙ୍ଗ କରୁଥିବା ଘଟଣା ଦେଖା ଦେଇଛି। ସ୍ଥାନୀୟ ଲୋକ ଙ୍କ ଠାରୁ ପ୍ରକାଶ ଯେ ବର୍ଷ ଧରି ମହଖଣ୍ଡ ଗାଁ ରେ ଥିବା ସୋନାଳିକା କର୍ସର ମାଳିକ ସୁନିଲ ମେହେର ମହଖଣ୍ଡ ରୁ ଭାଲୁମୁଣ୍ଡା ଯିବା ରାସ୍ତା କଡରେ ବର୍ଷ ବର୍ଷ ଧରି ବେଆଇନ ଭାବେ ପଥର ବ୍ଳାଷ୍ଟିଙ୍ଗ କରି ଆସୁଛନ୍ତି। ହେଳେ ଏହା ଉପରେ ବଲାଙ୍ଗୀର ଜିଲ୍ଲା ଖଣି ବିଭାଗ କି କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ଭାବେ ନେଇ ପଦକ୍ଷେପ ନେଇ ନାହାଁନ୍ତି। ସରକାରୀ ନିୟମ ଅନୁଯାଏ କୌଣସି ପଥର ବ୍ଳାଷ୍ଟିଙ୍ଗ ରାସ୍ତା କଡ ରେ ହୁଏ ନାହିଁ ଯଦି ପଥର ବ୍ଳାଷ୍ଟିଙ୍ଗ ପାଇଁ ଖଣି ବିଭାଗ କି ରାଜ୍ବସ୍ବ ବିଭାଗ ଅନୁମତି ଦିଏ ଦେବେ ସର୍ବ ସାଧାରଣ ରାସ୍ତା ରୁ ପ୍ରାୟ ୩ କିଲୋମିଟର ରୁ ଅଧିକ ଦୂରତା ହେବା କଥା ଯାହା ଦ୍ବାରା କୌଣସି ଜନଜୀବନ ପ୍ରଭାବିତ ନ ହେବା କଥା କିନ୍ତୁ ଏହି ମୁଖ୍ଯ ରାସ୍ତା କଡର ରେ ପଥର ବ୍ଳାଷ୍ଟିଙ୍ଗ କରିବାକୁ କେଉଁ ଅଧିକାରୀ ଅନୁମତି ଦେଇଥିଲେ ?। ଯେଉଁ ରାସ୍ତା ଦେଇ ପ୍ରତୋକ ଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି ସେହି ରାସ୍ତା କଡ ରେ ପଥର ବ୍ଳାଷ୍ଟିଙ୍ଗ ହେବା କେତେ ଯୁକ୍ତିଯୁକ୍ତ ଅଟେ ?। ନିହାତି ଭାବେ ଏହା ଜନ ସାଧାରଣ ଙ୍କ ପାଇଁ ଜମଦ୍ବାର ପରି ରହିଛି।  ସିଧାସଳଖ ସୋଲିକା କର୍ସର ମାଳିକ ସରକାରୀ ନିୟମ ଉଲଙ୍ଘନ କରି ରାସ୍ତା କଡରେ ଏହିଭଲି ବେଆଇନ ପଥର ବ୍ଳାଷ୍ଟିଙ୍ଗ କରିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ପଥର ବ୍ଳାଷ୍ଟିଙ୍ଗ ଧ୍ୱନୀ ଭୟଭୀତ ହେଉଥିବା ବେଳେ ଅଞ୍ଚଳ ରେ କମ୍ପନ ସୃଷ୍ଟି ହେଉଛି। ପଥର ମାଫିଆ ତଥା ସୋନିକା କର୍ସର ମାଳିକ ସୁନିଳ ମେହେର ଙ୍କ ବ୍ଳାଷ୍ଟିଙ୍ଗ କରିବାର କୌଣସି ସମୟ ସୀମା ନାହିଁ ମନଇଚ୍ଛା ବ୍ଳାଷ୍ଟିଙ୍ଗ କରୁଥିବା ବେଳେ କୌଣସି ଡାକବାଜୀ ଯନ୍ତ୍ର ରେ ଘୋଷଣା ମଧ୍ଯ କରୁନାହାଁନ୍ତି। ଯଦି ସୋନାଳିକା କର୍ସର ମାଳିକ ପଥର ଖଣି ବ୍ଳାଷ୍ଟିଙ୍ଗ କରିବା ପାଇଁ ରାଜ୍ଯ ସରକାର ଙ୍କ ଠାରୁ ଅନୁମତି ନେଇଛନ୍ତି ତେବେ ବାସ୍ତବ ରେ ସେ କେତେ କିବି ମିଟର ପାଇଁ ସେ ଅନୁମତି ନେଇଛନ୍ତି ଏବଂ ବର୍ତ୍ତମାନ ସେ କେତେ କିବି ମିଟର ପଥର ବ୍ଳାଷ୍ଟିଙ୍ଗ କରି ସାରିଛନ୍ତି ତାହା ତଦନ୍ତ କରାଯାଉ ଯାହା ଦ୍ବାରା ପ୍ରକୃତ ସତ ସର୍ବସାଧାରଣ କୁ ଆସିବ। ଅନେକ ସମୟରେ ଉକ୍ତ ପଥର ମାଫିଆ କିଛି ସରକାରୀ କର୍ମଚାରୀ ଙ୍କୁ ହାତ ଗୁଞ୍ଜା ଦେଇ ମନଇଛା ସରକାରୀ ରାଜକୋଷ ରୁ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି। ସୋନାଳିକା କର୍ସର ର ପଥର ଗୁଣ୍ଡ ପ୍ରଦୁଷଣ ବୃଦ୍ଧି ପାଉଥିବା ଯୋଗୁଁ ଅଞ୍ଚଳ ବାସୀ ରୋଗାଗ୍ରସ୍ଥ ହେଉଥିବା ଅଭିଯୋଗ ହେଉଛି। ଏନେଇ ଜିଲ୍ଲା ଖଣି ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଆମେ ଯୋଗାଯୋଗ କରିଥିଲୁ ହେଳେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ରାଜ୍ଯ ସରକାର ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନଜର ଦେଇ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଅଞ୍ଚଳ ବାସୀ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like