-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ବେଆଇନ ଭାବେ ବିଦେଶୀ ନାଗରିକମାନଙ୍କୁ ମୋବାଇଲ ସିମ୍ କାର୍ଡ୍ ବିକ୍ରି ଅଭିଯୋଗରେ ସାମୁଦ୍ରିକ ଥାନା ପୋଲିସ୍ ଜି ସାମ୍ବା ନାମକ ଜଣେ ବନ୍ଦର କର୍ମଚାରୀ ଓ କତୁରୁ ଗ୍ରାମର ମୋବାଇଲ ଫୋନ ଦୋକାନୀ ଏମ୍ କାମେୟା କୁ ଗିରଫ କରି ଉଭୟଙ୍କ ଠାରୁ ସମୁଦାୟ ୭୦ ଟି ସିମ୍ କାର୍ଡ ସହ ୨୨ ଆମେରିକୀୟ ଡଲାର ଜବତ କରିଛନ୍ତି ଓ ଏହି ବେଆଇନ କାରବାରର କାରଣ ବିଷୟରେ ସ୍ବତନ୍ତ୍ର ଦୃଷ୍ଟି ରଖି ଗଭୀର ଅନୁସନ୍ଧାନ ଚଳାଇଛନ୍ତି। ଏହି ତଦନ୍ତ କାର୍ଯ୍ୟକ୍ରମ ରେ ଛତ୍ରପୁର ଏସ୍ ଡି ପି ଓ,ଚମାଖଣ୍ଡି ଓ ସାମୁଦ୍ରିକ ଥାନା ଅଧିକାରୀ ଅଂଶଗ୍ରହଣ କରିଛନ୍ତି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)