-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||     

HOME   ଜିଲ୍ଲା

ଶ୍ରୀ ସୋମନାଥ ବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ  ସମ୍ପନ୍ନ

17-Feb-2025



ଅତାବିରା( ଆକାଶ ମିଶ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଗମ୍ଭାରିପାଲି ଗ୍ରାମରେ ଗତ ୧୪ ତାରିଖରୁ ହେଉଥିବା ଶ୍ରୀ ଶ୍ରୀ ସୋମନାଥ ବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇଯାଇଛି । ଏହି ପ୍ରତିଷ୍ଠା ମହୋତ୍ସବ  ଫାଲଗୁନ କୃଷ୍ଣପକ୍ଷ ଦ୍ଵିତୀୟା  ତିଥିରେ ମଣ୍ଡପ  ସଂସ୍କାର , କଳସ ଯାତ୍ରା ଓ ଅଧିବାସ କର୍ମ ରୁ ଆରମ୍ଭ ହୋଇ ଥିଲା ।ଏହାର ଦ୍ଵିତୀୟ ଦିବସ ରେ ସୂର୍ଯ୍ୟପୂଜା,ଗୋପୁଜା,ଷୋଡଶ ସ୍ତମ୍ଭ ପୂଜା ,ମହାସ୍ନାନ,  ଧାନ୍ୟାଭିଷେକ,ଓ ଅଗ୍ନିଆବହାନ,ତୃତୀୟ ଦିବସରେ ପାର୍ଶ୍ଵ ଦେବା ଦେବୀ ପୂଜା,ସୂର୍ଯ୍ୟପୂଜା,ଗୋପୂଜା,ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା,ଷୋଡ଼ଶ ଉପଚାର,ଯୁପରଜ୍ ପ୍ରତିଷ୍ଠା,ସିଂହାସନ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା ଓ ରୁଦ୍ରଚଣ୍ଡୀ ହବନ, ଶତନାମ,ଆଳତି ଆଦି ସମ୍ପନ୍ନ ହୋଇଥିଲା।ଆଜି କୃଷ୍ଣପକ୍ଷର  ପଞ୍ଚମୀ  ଦିନ  ଅପରାହ୍ନ 3 ଟା ୪୫ ମିନିଟ ରେ ବିଗ୍ରହ ମାନଙ୍କ ପ୍ରବେଶ କରାଯାଇ  ହୋମ ଆହୁତି ସହ ପୂର୍ଣ୍ଣାହୁତି ପଡ଼ିଥିଲା ।ଏହି ମନ୍ଦିରକୁ ତଳି ଟାମ୍ପରସରା ର ବିଶ୍ଵକର୍ମା ରାଜମିସ୍ତ୍ରୀ  ନିର୍ମିତ କାର୍ଯ୍ୟ  ସମ୍ପୂର୍ଣ୍ଣ କରିଥିଲେ ।ମନ୍ଦିର ର ଉଚ୍ଚତା ୨୫ ଫୁଟ ରହିଛି। ଗ୍ରାମର ସପତ୍ନିକ୍ ସୁରେନ୍ଦ୍ର ପ୍ରଧାନ, ଅକ୍ଷୟ ଚିରଗୁନ ଭାଗିରଥି ପ୍ରଧାନ, ପ୍ରତୁଲ କୁମାର କର୍ଣ୍ଣ, ଚମ୍ପେଶ୍ୱର୍ ମହାକୁର, ସୁଶିଲ ପ୍ରଧାନ, ଜୟନ୍ତ ପ୍ରଧାନ, ରାଜୁ  କର୍ମି, ବିକାଶ ପ୍ରଧାନ, କୈବଲ୍ୟ ପ୍ରଧାନ, ଅରବିନ୍ଦ ପର୍ଡିଆ, ସୁରେନ୍ଦ୍ର ନାଏକ, ଅଶୋକ ପ୍ରଧାନ,  ହରିହର ପ୍ରଧାନ ଓ ପ୍ରଶାନ୍ତ ମହାକୁର ଆଦି ୧୫ ଯୋଡ଼ି କର୍ତ୍ତା  ଙ୍କ ମାଧ୍ୟମରେ ପୂଜା ଆହୁତି ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ ପୂଜକ ହିମାଂଶୁ ତ୍ରିପାଠୀ, ସିତାଂଶୁ ତ୍ରିପାଠି, ଆଜାଦ ତ୍ରିପାଠୀ ,ସୁଶାନ୍ତ ଦାଶ ଓ ସାଥୀ ପଣ୍ଡିତ ରୂପେ ବରଣ ହୋଇଥିଲେ ।ପ୍ରତିଷ୍ଠାର ଅନ୍ତିମ ଦିବସରେ ଆଜି ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ  ନିମନ୍ତ୍ରିତ  ଅତିଥି ରୂପରେ ଯୋଗ ଦେଇଥିଲେ ।ଗାଆଁ ମୁଣ୍ଡରୁ  ଦୁଲୁଦୁଳି ବାଜା ସହ ବିଶାଳ ଜନ ସମାଗମରେ ହୁଲ ହୁଲି ସହ ରଙ୍କୁ ପାଛୋଟି ନେଇଥିଲେ ଗ୍ରାମବାସୀ ।ଦରବାର ରେ ଉପଢୌକନ ଦେଇ ତାଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି ଚାରି ଦିନ ଗ୍ରାମର ପ୍ରତି ଘରେ ଏହି  ନିରାମିଷ ଭୋଜନ ବନ୍ଦ ରହିଥିଲା, ପ୍ରତ୍ୟେକ ଘର ସମ୍ମୁଖରେ  ପୂର୍ଣ୍ଣ କଳସ ସ୍ଥାପନ ପୂର୍ବକ ଶ୍ରଦ୍ଧାଳୁ ଭକ୍ତ  ମାନଙ୍କୁ  ସ୍ଵାଗତ କରିଥିଲେ । ପ୍ରତ୍ୟହ ଦିନବେଳା  ଭାଗବତ ପାରାୟଣ ଓ ସନ୍ଧ୍ୟାରେ ରାମଲୀଳା କରାଯାଉଥିଲା । ରାମ ଓ ଲକ୍ଷ୍ମଣ ବେଶରେ  କଳାକାର ମାନେ ଗ୍ରାମ ପରିକ୍ରମା କରୁଥିଲେ ।ପ୍ରତି ଘରେ ତାଙ୍କର ପାଦ ଧୌତ କରାଯାଇ ପୂଜା କରୁଥିଲେ ।ରାତିରେ  ସାଂସ୍କୃତିକ କାର୍ଯ୍ୟକ୍ରମ  ରେ  ୧୫ ତାରିଖ ଦିନ ଅନ୍ଧାରୀ ପାଲି ନାରାୟଣୀ ସାଂସ୍କୃତିକ ସାଂସଦ ଦ୍ଵାରା ଭଜନ, ପଲସା ପାଲିର ଭାଗବତ ପାରାୟଣ, ସମ୍ବଲପୁର ର ଭଜନ ସନ୍ଧ୍ୟା, ୧୬ ତାରିଖରେ ବଲାଙ୍ଗୀର ର ମୋନାଳି ମହାପାତ୍ର ଙ୍କ ଦ୍ଵାରା ପାରାୟଣ, ସରେଇ ପାଲି ପିଙ୍କି ଭୁଏ ଓ ପ୍ରଭାସିନୀ ବାଗ ଙ୍କ ସଂଚାର ନୃତ୍ୟ ଏବଂ ଆଜି ସଂକ୍ରିଡା ର ବୈଷ୍ଣବୀ ପୁରୋହିତ ଙ୍କ ଅ ମୃତ ରସ ପ୍ରବଚନ, ସୋଢ଼ା ପାଲି ଓ ବରହାମୁଡ଼ା ର ମହିଳା ସଙ୍କୀର୍ତ୍ତନ  ପରିବେଷଣ ହୋଇଥିଲା । ହଜାର ହଜାର  ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।ସମସ୍ତେ ପାରାୟଣ ତଥା ନାମ ସଙ୍କୀର୍ତ୍ତନ କୁ ବେଶ୍ ଉପଭୋଗ କରିଥିଲେ । ଗ୍ରାମର ଚାରିଆଡ଼େ ଉତ୍ସବ ମୁଖରିତ ହୋଇ ଉଠିଥିଲା । ମୀନା ବଜାର ସହ ଦୋକାନ ବଜାର  ରେ ଭିଡ଼ ଜମି ରହିଥିଲା । ଏହି ପ୍ରତିଷ୍ଠା ମହୋତ୍ସବ ରେ ଅବଳ ବୃଦ୍ଧା ବନିତା ସକ୍ରିୟ ଭାବେ ଦାୟିତ୍ଵ ନିର୍ବାହ କରି ମହୋତ୍ସବକୁ ସଫଳତାର  ଶୀର୍ଷରେ ପହଞ୍ଚାଇ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026

You Might Also Like