-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ, ଧ୍ୟାନ ଦେଉନାହିଁ ବନବିଭାଗ ବନପାଳଙ୍କ ନିଷ୍କ୍ରିୟତା ପାଇଁ ଚାଲିଗଲା ନିରିହ ଆଦିବାସୀଙ୍କ ଜୀବନ

13-Feb-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ବନଖଣ୍ଡରେ ବେଆଇନ କାଠ ଚୋରାଚାଲାଣ ଦିନ କୁ ବୃଦ୍ଧି ପାଉଥିବାବେଳେ ଅନେକ ଥର ଜବତ କରିଥିଲେ ସୁଦ୍ଧା ଆସାମୀ କୁ ଧରିବାରେ ଅସକ୍ଷମ ହେଉଥିବା ଯୋଗୁଁ କାଠ ମାଫିଆ ମାନେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ଏପଟେ ହରିଶଙ୍କର ବନାଞ୍ଚଳ ରେ ଦୁଇ ମାସ ମଧ୍ୟରେ ୫ ଥର କାଠ ଜବତ ଘଟଣା ଘଟିଥିବା ସତ୍ତ୍ୱେ ଖପ୍ରାଖୋଲ ବନବିଭାଗ ପକ୍ଷରୁ କାହାକୁ ନଧରିବାରୁ ବନବିଭାଗ ଉପରେ ସନ୍ଦେହ ସୃଷ୍ଟି କରୁଛି। ଖପ୍ରାଖୋଲ ସେକ୍ସନ ଫରେଷ୍ଟର ସୁଧିର କୁମାର ଜେନା ଖାଲି କାଠ ଜବତ କରିଥିବା ସମୟରେ ଫଟୋ ଉତ୍ତୋଳନ କରି ନିଜ ବୋଲ ମାନୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଖବର ପ୍ରକାଶ କରାଇ ନିଜ ବାହୋସ୍ପଟ ଦେଖାଉଛନ୍ତି କିନ୍ତୁ ବାସ୍ତବରେ ଆସାମୀ ଧରିବାରେ ଅକ୍ଷମ। ତତ୍ ସଙ୍ଗେ ସଙ୍ଗେ ହରିଶଙ୍କର ବନାଞ୍ଚଳ ରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ। ପୂର୍ବରୁ ହରିଶଙ୍କର ବନାଞ୍ଚଳ ରେ ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳୁଥିଲା ହେଲେ ଏବେ ତାହା ଲୋପ ପାଇବାକୁ ବସିଲାଣି।ବନ୍ୟ ଜନ୍ତୁ କୁ ଶିକାର କରିବା ପାଇଁ ବିଦ୍ୟୁତ ର ମଧ୍ୟ ବ୍ୟବହାର କରାଯାଉଥିବା ବେଳେ ତାହା ଲୋକଙ୍କ ପାଇଁ ବିପଦଜନକ। ସରକାର ଲକ୍ଷାଧିକ ଟଙ୍କା ଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ର ସୁରକ୍ଷା ପାଇଁ କର୍ମଚାରୀ ରଖୁଥିଲେ କି ଲାଭ ହେଉଛି।ବାବୁ ମାନେ ତ ହରିଶଙ୍କର ତୀର୍ଥ ଓ ଖପ୍ରାଖୋଲ ବସ୍ତି ବୁଲିବାରେ ବ୍ୟସ୍ତ। ଯେଉଁଥିପାଇଁ ଆଜି ଜଣେ ନିରିହ ଆଦିବାସୀଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁସାରେ ତା.୧୨.୦୨.୨୫ ବୁଧବାର ଦିନ ହରିଶଙ୍କର ରେଞ୍ଜ ଖପ୍ରାଖୋଲ ସେକ୍ସନ ଲାଠୋର ଥାନା ଘୁନସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଟକେଲଚୁଆଁ ଗ୍ରାମ ର ଭୁବନେଶ୍ଵର କୁଅଁର (୫୫) ଶୌଚ ପାଇଁ ଯାଇଥିବା ବେଳେ ବରହା ଫାସରେ ଲାଗି ସେଠାରେ ହିଁ ମୃତ୍ୟୁ ବରଣ କରିଥିଲେ। ଉକ୍ତ ଗ୍ରାମର ଦେବାର ନାଗ ନିଜ ଜମି କୁ ବୁଲିବାକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ଏବଂ ଭୁବନେଶ୍ବର ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଲାଠୋର ଥାନା କୁ ଜଣାଇବା ପରେ ଲାଠୋର ଥାନା ଅଧିକାରୀ ରାକେଶ କୁମାର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏବଂ ଲାଠୋର ଥାନା କେଶ୍ ନମ୍ବର ୟୁଡି ୨/୨୦୦୫ ରେ ଏକ ମାମଲା ରୁଜୁ କରି ବିଦ୍ୟୁତ ତାର ବିଛାଇଥିବା ବ୍ୟକ୍ତି ଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରାକେଶ କୁମାର ବେହେରା ସୂଚନା ଦେଇଛନ୍ତି।ଏ ଘଟଣା ଉପରେ ବନବିଭାଗର ଦାୟିତ୍ଵ ରହୁଥିବା ବେଳେ ବନବିଭାଗ କରୁଛି କ'ଣ ବୋଲି ପ୍ରଶ୍ନ ଉଠୁଛି?ଏ ବିଷୟରେ ଆମେ ଖପ୍ରାଖୋଲ ଫରେଷ୍ଟର ସୁଧିର ଜେନା କୁ ପଚାରିବାରୁ ସେ କହିଲେ କି ତାହା ପୋଲିସ ବିଭାଗ ତଦନ୍ତ କରୁଛନ୍ତି ରିପୋର୍ଟ ଆସିଲେ ଜଣାପଡ଼ିବ। ଆପଣଙ୍କ ବିଭାଗ ଘଟଣା ସ୍ଥଳକୁ ଯାଇଥିଲେ କି ବୋଲି ପଚାରିବାରୁ ନାଁ ଆମେ ଯାଇନାହୁଁ ସବୁ କାର୍ଯ୍ୟ ପୋଲିସ ତୁଲାଉଛନ୍ତି।ଏ ବିଷୟରେ ଆମେ ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ଙ୍କୁ ପଚାରିବାରୁ ସେ କହିଲେ କି ତାହା ପ୍ରକୃତ ରେ ବରାହ ଫାସରେ ମୃତ୍ୟୁ ବରଣ କରିଛି ଆଉ ତଦନ୍ତ ଚାଲିଛି ଆସାମୀ କୁ ଧରିବୁ। ଉକ୍ତ ଘଟଣା ଟି ଖପ୍ରାଖୋଲ ସେକ୍ସନ ରେ ଯାଉଥିବା ବେଳେ ଘଟଣା ସ୍ଥଳକୁ ଆମ ଫରେଷ୍ଟର ସୁଧିର ଜେନା ଯାଇଥିଲେ। ରେଞ୍ଜର ଓ ଫରେଷ୍ଟର ଙ୍କ କଥାରେ ତାଳମେଳ ରହୁନଥିବା ଯୋଗୁଁ ବର୍ତ୍ତମାନ ସନ୍ଦେହ ସୃଷ୍ଟି କରୁଛି। କାହିଁକି ଜେନା ବାବୁ ଘଟଣା କୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଦାୟିତ୍ଵ ଭୁଲି ଯାଉଛନ୍ତି। ଫରେଷ୍ଟର ବାବୁ ଆପଣଙ୍କ ବିଭାଗରେ ଘଟିଥିବା ଘଟଣା ସମ୍ପର୍କରେ ଆପଣ ବୁଝିବାକୁ ଯିବେ ନାହିଁ କି? ନାଁ ଯାଇଥିଲେ ଏବଂ ନିଜ ଦୁର୍ବଳତା ଲୁଚାଇବା ପାଇଁ ସତ କହିବାକୁ ସାହାସ କରୁନାହାନ୍ତି।ଫରେଷ୍ଟର ସୁଧିର ଜେନା ନିଜ କର୍ତ୍ତବ୍ୟ ଅପେକ୍ଷା ବେଶୀ ସମୟ ଖପ୍ରାଖୋଲ ବସ୍ତି ରେ କଟାଉଥିବା ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ଏ ବିଷୟରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like