-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Feb-2025
ଲୋଇସିଂହା, (ବିନୋଦ ଦୀପ) ବୁର୍ଡ଼l ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସୁଦୀପ ସା ଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗ୍ରାମ ସଭାରେ ପଂଚାୟତ ର ସମସ୍ୟା ଓ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ର ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା l ଉକ୍ତ ଗ୍ରାମସଭା ରେ ପିଇଓ ଅନୁରାଧା ପାଣ୍ଡେ, ଏଡିଓ ଆଲୋକ କୁମାର ସାହୁ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିବା ବେଳେ ବୁର୍ଡ଼l ଓ ବାଞ୍ଜିପାଲି ଗ୍ରାମ୍ୟ କମିଟି ସଦସ୍ୟ ସମେତ ଅଙ୍ଗନୱାଡି କର୍ମୀ, ଆଶା, ପଂଚାୟତ ର ସମସ୍ତ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପଂଚାୟତ ର ସମସ୍ତ ଗାଁ ରୁ ଆସିଥିବା ଜନସାଧାରଣ ମଧ୍ୟ ଉପସ୍ଥିତ ରହି ଗ୍ରାମସଭା ରେ ସହଯୋଗ କରିଥିଲେ l