-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
11-Feb-2025
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ସ୍ଥିତ ଲୋହରା ପାଲି ର ୨୦୦୮-୧୦ ମସିହାର ୧୦ମ ଶ୍ରେଣୀ ରେ ଶିକ୍ଷାଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଆଜି ତା:୦୯/୦୨/୨୦୨୫ ରିଖ ଦିନ ୧୫ ବର୍ଷ ପରେ ତିଖାଳୀ ଡାମ୍ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆଜିର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରାଚୀନ ଅମୃତ ଓ ଅଭୁଲା ସ୍ତୁତି କୁ ମାନେ ପକେଇ ସମସ୍ତେ ଜଡ଼ିତ ହୋଇଛନ୍ତି ଛାତ୍ର ଜୀବନର ବିଶେଷ ମୁହୂର୍ତ୍ତ ଆଜିର ଦିନରେ ସୁବର୍ଣ୍ଣ ସନ୍ଦର୍ଯ୍ୟମୟ ଅଧ୍ୟୟ ରୂପେ ପରିଗଣିତ ହୋଇଅଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବହୁତ ସମ୍ପର୍କ ଅତି ନିବିଡ଼ ଅଟେ ଆଜି ସମସ୍ତେ ଏକାକାର ହୋଇ ନିଜ ବନ୍ଧୁଙ୍କ ଗହଣରେ ସାମିଲ ହୋଇଥିଲେ ଏବଂ ଆଜିର ଦିନଟି କୁ ଉପଭୋଗ କରିବା ସହିତ ଆଗାମୀ ଦିନରେ ମଧ୍ୟ ବନ୍ଧୁତା ଏହିଭଳି ଥିବ ବଳି କହିଥିଲେ l
(ବିଶି ଚନ୍ଦନ ମାଝୀଙ୍କ ରିପୋର୍ଟ୍)