-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଟ୍ରେନ ରେ କଟିଯାଇ ଯୁବକ ମୃତ

11-Feb-2025



ଅତାବିରା(ଆକାଶ ମିଶ୍ର) ବରଗଡ଼ ଜିଲ୍ଲା ଅତାବିରା  ରେଳ ଷ୍ଟେସନ ରୁ ମାତ୍ର ୩ କିମି ଦୂରରେ କଣ୍ଡପାଲି ଗ୍ରାମ ଦେଇ ଯାଇ ଥିବା  ରେଳ କଡ଼ରେ ଆଜି ସକାଳେ ଜଣେ ଯୁବକ ରେଳରେ କଟିଯାଇ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣା ପଡ଼ିଛି ।ମୃତ ଯୁବକ  ର ପରିବାର ବର୍ଗ ସକାଳ ୮ ଟାରେ ପହଞ୍ଚି ତାକୁ ଚିହ୍ନଟ କରିଥିଲେ । ମୃତକଙ୍କ ପରିବାରଙ୍କ କହିବା ଅନୁସାରେ ମୃତ ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟ  ଗୁମୁଲା ଜିଲ୍ଳା ସିସାଇ ଗ୍ରାମର ବିକାଶ ଓରାମ।ବୟସ ୩୦ ବର୍ଷ।ବିବାହ କୁ ମାତ୍ର ୯ ମାସ  ପୁରିଛି । ସେ  ଜଣେ ଗାଡି ଚାଳକ। ଗତ ଚାରି ପାଞ୍ଚ ଦିନ ତଳେ ସେ କାମ ପାଇଁ ଆନ୍ଧ୍ର ପ୍ରଦେଶକୁ ଯାଇଥିଲେ , କିନ୍ତୁ ସେଠାରେ କାମ ନ ପାଇ ଘରକୁ ଟ୍ରେନ ଯୋଗେ ଫେରୁଥିଲେ ।ଅତାବିରା ଷ୍ଟେସନ ରେ ଗାଡି କିଛି ସମୟ ଅଟକି ଥିଲା ।ତେଣୁ ସେ ଟ୍ରେନ ରୁ ଓହ୍ଲାଇ କିଛି ଜିନିଷ କିଣିବା ପାଇଁ  ନିକଟସ୍ଥ ପାନ ଦୋକାନ କୁ ଯାଇଥିବା ବେଳେ ଟ୍ରେନ ଟି ଷ୍ଟେସନ ଛାଡ଼ିଦେଇଥିଲା ।ତେଣୁ ସେ ଆଉ ଟ୍ରେନ କୁ ଧରି ନ  ପାରି ଘରକୁ ଫୋନ କରିଥିଲେ ରାତି ୧୧ ଟା ରେ। ତାଙ୍କ ପରିବାର କାର ନେଇ ତାଙ୍କୁ ନେବା  ପାଇଁ  ଆସୁଥିଲେ । କିନ୍ତୁ ଯୁବକ ଜଣକ ସକାଳେ ରେଳ ଲାଇନ  ଦେଇ ଚାଲି ଚାଲି ଆଗକୁ ବଢିଥିଲେ ।କାନରେ ତାଙ୍କର ଇଅର୍ କଡ ଥିବା  ଲୋକେ ପ୍ରକାଶ କରିଛନ୍ତି । ପଛପଟୁ ଏକ ରେଳ ଆସିବା ବେଳେ  ତାଙ୍କ ପଛରେ ଥିବା ଜଣେ ସ୍ଥାନୀୟ ଯୁବକ ଯିଏ କି ନିତ୍ୟ କର୍ମ ପାଇଁ ଆସିଥିଲେ,ପଛରୁ ତାଙ୍କୁ ପାଟି କରି

କହିଥିଲେ  ରେଳ ଲାଇନ ରୁ ଓହରି ଯିବାକୁ l କିନ୍ତୁ ବୋଧେ ଇଅରକର୍ଡ ଥିବାରୁ ସେ ଶୁଣିପାରି ନଥିଲେ କି ରେଳ ଆସିବାର ଶବ୍ଦ ମଧ୍ୟ ସୁନା ଯାଇନଥିଲା l ତେଣୁ ରେଳରେ ସେ କଟି ଯାଇ ପ୍ରାୟ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇ ଥିଲେ । ଆଜି ସକାଳେ ତାଙ୍କ ସ୍ତ୍ରୀ ମଞ୍ଜୁ କୁମାରୀ, ଶ୍ଵଶୁର , ମାମୁଁ ପୁଅ ଓ ଜଣେ ସାଙ୍ଗ ତାଙ୍କୁ ନେବା ପାଇଁ ପ୍ରଥମେ ଅତାବିରା  ଷ୍ଟେସନକୁ ଆସିଥିଲେ।କିନ୍ତୁ ସେଠାରେ ତାଙ୍କୁ ନ ପାଇ ଖୋଜ  ଖବର ନେବା ପରେ  କlଣ୍ଡପାଳି କୁ ଆସି ମୃତ ଅବସ୍ଥାରେ ପାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଗଣାଧ୍ୟାମ ପହଞ୍ଚି ଅତାବିରା ପୋଲିସ ତଥା ସମ୍ବଲପୁର ରେଳ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକ ଜଣକ ଅତାବିରା ଷ୍ଟେସନରେ ସେ ଅଛନ୍ତି ବୋଲି ପରିବାରବର୍ଗକୁ ଜଣାଇବା ପରେ କଣ ପାଇଁ ଆଗକୁ ବଢିଥିଲେ , ତାହା କିଛି ସ୍ପଷ୍ଟ ଜଣା ପଡ଼ି ନାହିଁ।ଏହା ଦୁର୍ଘଟଣା ନ ଆତ୍ମହତ୍ୟା  ତଦନ୍ତ ପରେ ଜଣାପଡ଼ିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like