-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଆଜି ଠାରୁ ପାପକ୍ଷୟ ମହୋତ୍ସବ,କଳାକାରଙ୍କ ଶୋଭାଯାତ୍ରାରେ ଦୁଲିକିବ ସହର

11-Feb-2025



 ବିନିକା(ହିମାଂଶୁ ଶେଖର ପୁଟେଲ) ପାପ ମୁକ୍ତିର ସମ୍ଭାର ପୁଣ୍ୟପୀଠ ପାପକ୍ଷୟ ଘାଟ ।ଏହାର ଐତିହାସିକ କିମ୍ବଦନ୍ତୀ ଅନନ୍ୟ ।ରାଜା ଦ୍ଵିତୀୟ ଅନଙ୍ଗ ଭୀମଦେବ ଏହି ଘାଟରେ ବୁଡ଼ ପକାଇ ପାପ ରୁ ମୁକ୍ତି ପାଇଥିଲେ ।ସେହିଦିନ ପରଠାରୁ ଏହି ମୁକ୍ତି ତୀର୍ଥରେ ଯିଏ ବି ବୁଡ଼ ପକାଇବ ତାର ପାପ କ୍ଷୟ ହୋଇ ଥାଏ ବୋଲି ବିଶ୍ୱାସ ରହିଥିବାରୁ ଏହାର ନାମକରଣ ହୋଇଛି ମୁକ୍ତିତୀର୍ଥ ପାପକ୍ଷୟ ଘାଟ ।ଏହି ଘାଟ ତଥା ଏହି ପୀଠର ପ୍ରଚାର ପ୍ରସାର ପାଇଁ ଓ ଅଞ୍ଚଳର ସଂସ୍କୃତିକୁ ବଞ୍ଚାଇ ରଖିବା ନେଇ ଅଞ୍ଚଳର କଳାପ୍ରେମୀ ମାନଙ୍କ ଦ୍ଵାରା ଆରମ୍ଭ ହୋଇ ଆସୁଥିବା ପାପକ୍ଷୟ ଲୋକ ମହୋତ୍ସବ ଏଥର ପଞ୍ଚମ ବର୍ଷରେ ପଦାର୍ପଣ କରିଛି।ଆଜି ମଙ୍ଗଳବାର ୧୧ତାରିଖ ଠାରୁ ୧୪ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ୪ଦିନ ଧରି ଅନୁଷ୍ଠିତ ହେବ ଏହି ମହୋତ୍ସବ ।କଳାକାର ମାନଙ୍କ ସମାବେଶରେ ବିନିକା ସହର ଦୁଲକିବ ।ଅଞ୍ଚଳର କଳାପ୍ରେମୀ ଯୁବକ ମାନେ ମଶାଲ ଧରି ପ୍ରାରମ୍ଭରେ ପୁଣ୍ୟପୀଠ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବିନିକା ର ଇଷ୍ଟଦେବୀ ମାଁ ନାରାୟଣୀ ମନ୍ଦିରକୁ ପହଞ୍ଚିବେ।ସେଠାରେ ଯଥାରୀତି ପୂଜାର୍ଚ୍ଚନା ପୂର୍ବକ ସମସ୍ତ କଳାପ୍ରେମି ମାଁ ଙ୍କ ଆଶୀର୍ବାଦ ନେବେ ।ପରେ ବିନିକାର ପାଲା,ବାଡ଼ିଖେଲ, କଇନ୍ତରାର କରମା,କରତଙ୍ଗର ପରଭା,ସକମାର ସଞ୍ଚାର, ଚଡେଇପଙ୍କର ଘୁବୁକୁଡୁ ଆଦି ସାଂସ୍କୃତିକ ଅନୁଷ୍ଠାନ ସହିତ  ଅଞ୍ଚଳର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ କଳାକାର ପାଦରେ ଘୁଙ୍ଗୁର ସହ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ସରଞ୍ଜାମ ସହିତ ନାଚଗୀତରେ ବାହାରିବେ ।ଶୋଭାଯାତ୍ରା ସହର ପରିକ୍ରମା ପରେ ଡାକ୍ତରଖାନା ସମ୍ଭୁଖ ମହୋତ୍ସବ ମଞ୍ଚରେ ପହଞ୍ଚି ପୂଜାର୍ଚ୍ଚନା ହେବ।ସନ୍ଧ୍ୟାରେ ମଞ୍ଚ ଉଦ୍ଘାଟନ ହେବ।୪ଦିନ ଧରି ଅନୁଷ୍ଠିତ ଏହି ମୋହତ୍ସବର ବିଭିନ୍ନ ଦିବସରେ ସ୍ଥାନୀୟ ଲୁକ୍କାୟିତ ପ୍ରତିଭାଙ୍କ ପ୍ରଦର୍ଶନ ସହ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର,ବରଗଡ଼,ସମ୍ବଲପୁର,ଝାରସୁଗୁଡ଼ା,କଳାହାଣ୍ଡି,କୋରାପୁଟ,ଜୟପୁର,ପଦମପୁର,ଭୁବନେଶ୍ୱର ଆଦି ସ୍ଥାନର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ଲୋକକଳା,ଲୋକନୃତ୍ୟ ପରିବେଷଣ କଲାପ୍ରେମୀଙ୍କୁ ବାନ୍ଧି ରଖିବ ।ସେହିପରି ପ୍ରଥମ କରି ଆୟୋଜିତ ପଲ୍ଲୀଶ୍ରୀ ମେଳା ଅଞ୍ଚଳବାସୀଙ୍କୁ ବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like