-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଜନ ନାହିଁ ତ ଶୁଣାଣି କାହିଁ, କାଗଜ କଲମରେ ସୀମିତ ରହିଛି ଜନଶୁଣାଣୀ

10-Feb-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ ରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଜନସାଧାରଣଙ୍କ ସୁବିଧା ସୁଯୋଗ ପାଇଁ ପ୍ରତ୍ୟେକ ସୋମବାର ଦିନ ଜନଶୁଣାଣୀ ଶିବିର ଅନୁଷ୍ଠିତ କରାଯାଉଛି। କିନ୍ତୁ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ,ମନମୁଖୀ କାର୍ଯ୍ୟ ଯୋଗୁଁ ଜନଶୁଣାଣୀ ଶିବିର ଏକ ପ୍ରହସନ ପାଲଟିଛି।ତା ଠାରୁ ମଧ୍ୟ ବିଚିତ୍ର ପ୍ରକାରର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୁଏ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ କାର୍ଯ୍ୟାଳୟ ହେଉ କିମ୍ବା ଗ୍ରାମ ପଞ୍ଚାୟତ ସ୍ତରୀୟ। ଏହି ବ୍ଳକ ର ଯେକୋୖଣସି ଗ୍ରାମ ପଞ୍ଚାୟତ ରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୁଏ ତାହେଲେ ପ୍ରଚାର ପ୍ରସାର କରିବାକୁ ନାରାଜ ‌। ଯେଉଁ ଥି ପାଇଁ ଲୋକେ ଜନଶୁଣାଣୀ ର ଲାଭ ଉଠାଇ ପାରୁନାହାନ୍ତି । ପୂର୍ବରୁ ଠିକ୍ ବ୍ୟବସ୍ଥା ଥିଲା କିନ୍ତୁ ୧୬ ମାସ ଖଣ୍ଡିଏ ହେବ ଜନଶୁଣାଣୀ ଶିବିର ରେ ଅନେକ ସମସ୍ୟା ଦେଖାଦେଉଛି ହେଲେ ବେଆଖାତିର କରୁଛନ୍ତି ବ୍ଳକ ପ୍ରଶାସନ।ଗତ ସୋମବାର ଦିନ ବେଲପଡା ବ୍ଳକ ପଣ୍ଡ୍ରିଜୋର ଗ୍ରାମ ପଞ୍ଚାୟତ ରେ ଜନଶୁଣାଣୀ ଶିବିରରେ ମାଂସ ଭାତ ଖାଇ ସାରିଦେଇଥିବା ବେଳେ ତାର ଭିଡ଼ିଓ ଭାଇରାଲ ହୋଇଥିଲା ଏବଂ ଏହାର ପ୍ରତିବାଦରେ କୋଶଳ ସଂଗ୍ରାମୀ ମାନେ ଧାରଣା ଦେଇଥିଲେ ହେଲେ " ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ " ଉକ୍ତିରେ ବେଲପଡା ବ୍ଳକ ପ୍ରଶାସନ। ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ବାହାବଲ ଗ୍ରାମ ପଞ୍ଚାୟତ ରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଏବିଡିଓ ସାରଥୀ ସାହୁ,ଜି ପି ଇଓ ଦେବେନ୍ଦ୍ର ସାହୁ,ସିଡିପିଓ ବିଦ୍ୟୁତ୍ ପ୍ରଭା ନାଗ ,ବି ପି ସି ତପନ ନାଏକ, ଯୋଗାଣ ଅଧିକାରୀ ରଥ, ସାମାଜିକ ସୁରକ୍ଷା ବିଭାଗ ରୁ ଅସିତ ବେହେରା, ମନରେଗା ବିଭାଗରୁ ପ୍ରକାଶ କୁମାର ବସ୍ତିଆ,ଶିକ୍ଷା ବିଭାଗ ରୁ ସି, ଆର୍,ସି,ସି, ପ୍ରାଣୀ ସମ୍ପଦ ବିଭାଗ ରୁ ସ୍ବାସ୍ଥ୍ୟ ବିଭାଗ ରୁ ବାହାବଲ ସି ଏଚ୍ ଓ ସୁଭଦ୍ରା ସ୍ବାଇଁ,ପିଇଓ ସୌମ୍ୟା ପ୍ରିୟଦର୍ଶିନୀ ଭୋଇ ,ଏଡିଇଓ ରାସ ବିହାରୀ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ ରୁ ମାତ୍ର ଦୁଇ ତିନିଟି ମାତ୍ର ଅଭିଯୋଗ ଆସିଥିବା ଏବିଡିଓ ସାରଥୀ ସାହୁ କହିଛନ୍ତି। ସର୍ବପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅନୁପସ୍ଥିତ ଓ ସରପଞ୍ଚ ଙ୍କ ଅନୁପସ୍ଥିତ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତ,ଏପିଓ ଙ୍କ ଅନୁପସ୍ଥିତ କୁ ଅନୁଧ୍ୟାନ କଲେ କିଭଳି ଜନଶୁଣାଣୀ ଶିବିର ହୋଇଥିବ ଆପଣ ଜାଣିପାରିବେ। ଅପରପକ୍ଷରେ ଗ୍ରାମ ପଞ୍ଚାୟତ ରେ ଜନଶୁଣାଣୀ ଶିବିରକୁ ନେଇ କୌଣସି ପ୍ରଚାର ପ୍ରସାର ହୋଇନଥିବା କାରଣରୁ ଜନଶୂନ୍ୟ ହୋଇଯାଇଛି। ତାଙ୍କ ତାଙ୍କ ମଧ୍ୟରେ ବସି କିଛି ସି, ଆର୍,ପି ଏମ୍ ବି କେ କୁ ଧରି ଜନଶୁଣାଣୀ ଶିବିର ସାରିଦେଇ ଛନ୍ତି। ଯାହାଫଳରେ ଗ୍ରାମ ପଞ୍ଚାୟତ ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଲୋକ ଜନ ନାହିଁ ତ ଶୁଣାଣି କାହିଁ ବୋଲି ସମାଲୋଚନା କରୁଛନ୍ତି। ଏଥିପ୍ରତି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like