-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

କୁଚିଣ୍ଡା ମାଟି ପାଇଁ ଗୌରବ ଆଣିଛନ୍ତି କୁଚିଣ୍ଡା ମହାବିଦ୍ୟାଳୟର ସ୍ବେଛାସେବୀ ରୁପାଲୀ ପଣ୍ଡା

06-Feb-2025



କୁଚିଣ୍ଡା;(ସିଲୁ ସୁନାନୀ)ଭାରତ ସରକାରଙ୍କ ଖେଳ ଓ ଯୁବବ୍ୟାପାର ମନ୍ତ୍ରାଳୟ ତରଫରୁ ଆୟୋଜିତ ଗଣତନ୍ତ୍ର ଦିବସ ପ୍ୟାରେଡ ଶିବିର ୨୦୨୫ ରେ ସ୍ୱେଚ୍ଛାସେବୀ ରୂପାଲୀ ପଣ୍ଡା ଯୋଗ ଦେଇ ଏବେ କୁଚିଣ୍ଡା ଫେରିଛନ୍ତି । ଏହି ଶିବିର ରେ ଯୋଗ ଦେବା ପାଇଁ ରୁପାଲୀ ଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା। ପ୍ରଥମେ ବିଶ୍ୱବିଦ୍ୟାଳୟ ସ୍ଥର ରେ, ରାଜ୍ୟ ସ୍ଥର ରେ , ଯ଼ୋନାଲ ସ୍ଥର ରେ ଗୌହ୍ୱାଟି ଆସାମଠାରେ  ଅନୁଷ୍ଠିତ ଶିବିର ରେ ଯୋଗ ଦେଇ ସେ ଦିଲ୍ଲୀ ପାଇଁ ମନୋନୀତ ହୋଇଥିଲେ। ଯବାହାରଲାଲ ନେହେରୁ ଷ୍ଟାଡିଅମରେ ଦୀର୍ଘ ଏକ ମାସ ଧରି

ଜାନୁଆରୀ ୧ ରୁ ୩୧ ପର୍ଯନ୍ତ୍ୟ ଏହି ଶିବିର ଚାଲିଥିଲା। ଏହା ମଧ୍ୟ ରେ ସେ ଦେଶ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧଣକଡ଼, ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବିୟା ଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ତାଙ୍କ ବାସଭବନ ରେ ସାକ୍ଷାତ କରିବାର ସୁଯୋଗ ଲାଭ କରିଥିଲେ। ଏହି ଶିବିର ପାଇଁ ଓଡିଶାରୁ ମୋଟ ୮ ଜଣ ସ୍ବେଛାସେବୀ ମନୋନୀତ ହୋଇଥିବା ବେଳେ ରୁପାଲୀ ସେମାନଙ୍କ ମଧ୍ୟ ରୁ ଅନ୍ୟାନ। ଓଡିଶା ରୁ ସେ କେବଳ ଏକମାତ୍ର ସ୍ବେଛାସେବୀ ଉଭୟ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ। ବିଭିର୍ନ ବୌଦ୍ଧିକ ପର୍ଯ୍ୟାୟରେ ଭାରତରେ ଭିନ୍ନ ଭିନ୍ନ ପ୍ରାନ୍ତରୁ  ଆସିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଲାଭ କରି ଦିଲ୍ଲୀ ସ୍ଥିତ ବିଭିର୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥିଲେ। ଏନ ଏସ ଏସ ପ୍ରୋଗ୍ରାମ ଅଫିସର ସୁଶ୍ରୀ ବେଲମତି କୁମୁରାଙ୍କ ତତବୋଧନ ଓ ମାର୍ଗଦର୍ଶନ ରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ରୁପାଲୀ ବର୍ତ୍ତମାନ ଯୁକ୍ତ ତିନ ବିଜ୍ଞାନ ବିଭାଗ ଉଦ୍ଭିଦ ବିଭାଗ ସମ୍ମାନ ରେ ତୃତୀୟ ବର୍ଷ ର ଛାତ୍ରୀ। ସେ କୁଚିଣ୍ଡା ସ୍ଥିତ ମନୋରଞ୍ଜନ ପଣ୍ଡା ଓ ପ୍ରଭାତୀ ପଣ୍ଡାଙ୍କ ସୁପୁତ୍ରୀ ଅଟନ୍ତି। ପାଠପଢା ବ୍ୟତୀତ ଏନ ଏସ ଏସ ଆଞ୍ଚଳିକ ନିର୍ଦେଶକ ସରିତା ପଟେଲ, ମହାବିଦ୍ୟାଳୟ ଅଧକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକ ସୁଭଦ୍ରା ଦାଶ, ଅଧ୍ୟାପକ ଦେବଦତ୍ତ ଭୋଇ, ରୋଶନ କୁଲ୍ଲୁ, ଟିକେଶ୍ୱର ଘୁଘର, ଅଧ୍ୟାପିକା ମମତା ସାହୁ, ଗଜମତି କୁମୁରା, ନିତୁ ଅଗ୍ରୱାଲ, ହେମଶିଲା ମାଝୀ ଙ୍କ ସମେତ ମହାବିଦ୍ୟାଳୟ ର ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜ୍ଞାପନ ସହିତ ଅଭିନନ୍ଦନ ଦର୍ଶାଇଛନ୍ତି। କୁଚିଣ୍ଡା ମହାବିଦ୍ୟାଳୟ ପହଂଚିବାପରେ ଏନ ଏସ ଏସ ପ୍ରୋଗ୍ରାମ ଅଫିସର ସୁଶ୍ରୀ କୁମୁରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନା ରେ  ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଗାମୀ ଭବିଷ୍ୟତ ରେ ସେ ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ପାଇଁ ସେ ଆଜି ଜାତୀୟ ସ୍ତରରେ କୁଚିଣ୍ଡା

ମହାବିଦ୍ୟାଳୟର ନାମ ଉଜ୍ଜଳ କରିଛନ୍ତି। ଜାତୀୟ ସେବା ଯୋଜନାରେ ଯୋଗ ଦେଇ ତାଙ୍କର ବ୍ୟକ୍ତିତ୍ୱ ର ବିକାଶ ଓ ଏହି ବିଶେଷ କୃତି ପାଇଁ ସେ ପ୍ରୋଗ୍ରାମ ଅଫିସର ସୁଶ୍ରୀ କୁମୁରାଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏ ସଫଳତା ପାଇଁ କୁଚିଣ୍ଡା ଅଂଚଳ ରେ ଖୁସି ର ଲହରୀ ଖେଳିଯାଇଛି। ଶ୍ରେଣୀ କଠୋରୀର ଚାରିକାନ୍ଥ ଭିତରୁ ଛାତ୍ରଛାତ୍ରୀମାନେ ସମାଜ ଅଭିମୁଖେ ବାହାରି ବିଭିନ୍ନ ସମସ୍ୟାର ସମାଧାନ ଖୋଜିବା ଓ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like